aji uthuchi paduchi odia song lyrics in odia language

Odia Song Lyrics

ଅନାରକଲି ଆ ଯିବା ଲୋ ବୁଲି
ଘର ସଂସାର ଭୁଲି

aji uthuhi paduchi odia song lyrics in odia language


ଅନାରକଲି ଆ ଯିବା ଲୋ ବୁଲି
ଘର ସଂସାର ଭୁଲି
ଦେଖି ଆସିବା ଚଇତି ବିଡା
ଆଜି ଉଠୁଛି ପଡୁଚି ଘଟଗାଁ ତାରିଣୀ ବେଢା
ଆଜି ଉଠୁଛି ପଡୁଚି ଘଟଗାଁ ତାରିଣୀ ବେଢା
ତୁରୁତୁତୁ ତୁରୁତୁତୁତୁ ବାଜୁଚି ମହୁରୀ
ଢମ ଢମ ଢୋଲ ମାଡ ଉଡୁଚି ଲୋ ଧୂଳି
ତୁରୁତୁତୁ ତୁରୁତୁତୁତୁ ବାଜୁଚି ମହୁରୀ
ଢମ ଢମ ଢୋଲ ମାଡ ଉଡୁଚି ଲୋ ଧୂଳି
ରଙ୍ଗେ ନାଚୁଚି ଚଇତି ଘୋଡା
ଆଜି ଉଠୁଚି ପଡୁଚି ଘଟଗାଁ ତାରିଣୀ ବେଢା
ଆଜି ଉଠୁଚି ପଡୁଚି ଘଟଗାଁ ତାରିଣୀ ବେଢା



ଚଇତି ପୁନେଇ ଠାରୁ ଲାଗିଲା ମେଳା
ପଣା ସଙ୍କରାନ୍ତି ଯାଏ ଜମିବ ପରା
ଘଣ୍ଟ ପାଟୁଆ ବୁଲିବ ଘଣ୍ଟ ବାଡେଇ
ଚଇତି ଘୋଡା ନାଚିବ ତାଥେଇ ତାଥେଇ
ଚଇତି ପୁନେଇ ଠାରୁ ଲାଗିଲା ମେଳା
ପଣା ସଙ୍କରାନ୍ତି ଯାଏ ଜମିବ ପରା
ଘଣ୍ଟ ପାଟୁଆ ବୁଲିବ ଘଣ୍ଟ ବାଡେଇ
ଚଇତି ଘୋଡା ନାଚିବ ତାଥେଇ ତାଥେଇ
ଦିନ ସାରା ହୋ ହାଲ୍ଲା
ରାତି ହେଲେ ବାଦୀପାଲା
ଭକତଙ୍କ ଠେଲା ପେଲା ଦର୍ଶନ ପାଇଁ
ଭାଙ୍ଗେ ନଡ଼ିଆ ଯୋଡ଼ାକୁ ଯୋଡ଼ା
ଆଜି ଉଠୁଚି ପଡୁଚି ଘଟଗାଁ ତାରିଣୀ ବେଢା
ଆଜି ଉଠୁଚି ପଡୁଚି ଘଟଗାଁ ତାରିଣୀ ବେଢା



ଶାଳୁଆ ଡାଳରେ ବାନ୍ଧି ଫୁଲ ଚାନ୍ଦୁଆ
ଯାହା ମନାସିବୁ ଦବ ତାରିଣୀ ମାଆ
ଦେହୁରୀ ହାତରୁ ଧଣ୍ଡା ପ୍ରସାଦ ପାଇ
ଘରକୁ ଫେରିବୁ ଝଡା ମନ୍ଦାର ନେଇ
ଶାଳୁଆ ଡାଳରେ ବାନ୍ଧି ଫୁଲ ଚାନ୍ଦୁଆ
ଯାହା ମନାସିବୁ ଦବ ତାରିଣୀ ମାଆ
ଦେହୁରୀ ହାତରୁ ଧଣ୍ଡା ପ୍ରସାଦ ପାଇ
ଘରକୁ ଫେରିବୁ ଝଡା ମନ୍ଦାର ନେଇ
ସେଇ ଝଡା ମନ୍ଦାର ପାଖେ ଥିଲେ ତୋହର
ହସୁଥିବ ସଂସାର ପୁରିବ ଘର
ସୁଖେ ହବୁ ଲୋ ସ୍ୱର୍ଗ ବାହୁଡା଼
ଆଜି ଉଠୁଚି ପଡୁଚି ଘଟଗାଁ ତାରିଣୀ ବେଢା
ଆଜି ଉଠୁଚି ପଡୁଚି ଘଟଗାଁ ତାରିଣୀ ବେଢା

ଅନାରକଲି ଆ ଯିବା ଲୋ ବୁଲି
ଘର ସଂସାର ଭୁଲି
ଦେଖି ଆସିବା ଚଇତି ବିଡା
ଆଜି ଉଠୁଚି ପଡୁଚି ଘଟଗାଁ ତାରିଣୀ ବେଢା
ଆଜି ଉଠୁଚି ପଡୁଚି ଘଟଗାଁ ତାରିଣୀ ବେଢା
ତୁରୁତୁତୁ ତୁରୁତୁତୁତୁ ବାଜୁଚି ମହୁରୀ
ଢମ ଢମ ଢୋଲ ମାଡ ଉଡୁଚି ଲୋ ଧୂଳି
ତୁରୁତୁତୁ ତୁରୁତୁତୁତୁ ବାଜୁଚି ମହୁରୀ
ଢମ ଢମ ଢୋଲ ମାଡ ଉଡୁଚି ଲୋ ଧୂଳି
ରଙ୍ଗେ ନାଚୁଚି ଚଇତି ଘୋଡା
ଆଜି ଉଠୁଚି ପଡୁଚି ଘଟଗାଁ ତାରିଣୀ ବେଢା
ଆଜି ଉଠୁଚି ପଡୁଚି ଘଟଗାଁ ତାରିଣୀ ବେଢା
ଆଜି ଉଠୁଚି ପଡୁଚି ଘଟଗାଁ ତାରିଣୀ ବେଢା
ଆଜି ଉଠୁଚି ପଡୁଚି ଘଟଗାଁ ତାରିଣୀ ବେଢା

aji uthuchi paduchi odia song lyrics in odia language


Thank You


Comments