bali ratha tolichi mu odia song lyrics in odia language

ODIA SONG LYRICS

ବାଲି ରଥ ତୋଳିଚି ମୁଁ ଶରଧା ବାଲିରେ
ଗୁଣ୍ଡିଚା ଆଗରୁ ଥରେ

Bali Ratha Tolichi Mu Odia Song Lyrics In Odia Language

ବାଲି ରଥ ତୋଳିଚି ମୁଁ ଶରଧା ବାଲିରେ
ବାଲି ରଥ ତୋଳିଚି ମୁଁ ଶରଧା ବାଲିରେ
ଗୁଣ୍ଡିଚା ଆଗରୁ ଥରେ
ଗୁଣ୍ଡିଚା ଆଗରୁ ଥରେ
ବସି ଯା...ବସି ଯା...ମୋ ରଥରେ
କାଳିଆ...ରେ..କାଳିଆ...ରେ..
କାଳିଆ...ରେ..କାଳିଆ...ରେ..
ବାଲି ରଥ ତୋଳିଚି ମୁଁ ଶରଧା ବାଲିରେ
ବାଲି ରଥ ତୋଳିଚି ମୁଁ ଶରଧା ବାଲିରେ



କିଛି ତ ନିନ୍ଦିବେ କିଛି ତ ହସିବେ
ଅଦିନରେ ମୁଁ ଟାଣୁଚି ରଥ
ଦୁନିଆର ଲୋକେ ବୁଝିକି ପାରିବେ
ତୁ ପରା ମୋ ଭାବର ନାଥ
ପହଣ୍ଡି ଆଗରୁ ଥରେ
ପହଣ୍ଡି ଆଗରୁ ଥରେ
ବସି ଯା...ବସି ଯା...ମୋ ରଥରେ
କାଳିଆ...ରେ..କାଳିଆ...ରେ..
କାଳିଆ...ରେ..କାଳିଆ...ରେ..
ବାଲି ରଥ ତୋଳିଚି ମୁଁ ଶରଧା ବାଲିରେ
ବାଲି ରଥ ତୋଳିଚି ମୁଁ ଶରଧା ବାଲିରେ



କହିବିନି କେବେ ଗୁଣ୍ଡିଚା ଯାତରେ
ନନ୍ଦିଘୋଷ ଛାଡି ଆସିବା ପାଇଁ
କୋଟି କୋଟି ଭକ୍ତ ଚାହିଁଥିଲା ବେଳେ
ତାଙ୍କ ମନେ ଦୁଃଖ ଦବୁ ତୁ କାହିଁ
ମୁଁ ମଲା ଆଗରୁ ଥରେ
ମୁଁ ମଲା ଆଗରୁ ଥରେ
ବସି ଯା...ବସି ଯା...ମୋ ରଥରେ
କାଳିଆ...ରେ..କାଳିଆ...ରେ..
କାଳିଆ...ରେ..କାଳିଆ...ରେ..

ବାଲି ରଥ ତୋଳିଚି ମୁଁ ଶରଧା ବାଲିରେ
ବାଲି ରଥ ତୋଳିଚି ମୁଁ ଶରଧା ବାଲିରେ
ଗୁଣ୍ଡିଚା ଆଗରୁ ଥରେ
ଗୁଣ୍ଡିଚା ଆଗରୁ ଥରେ
ବସି ଯା...ବସି ଯା...ମୋ ରଥରେ
କାଳିଆ...ରେ..କାଳିଆ...ରେ..
କାଳିଆ...ରେ..କାଳିଆ...ରେ..
କାଳିଆ...ରେ..କାଳିଆ...ରେ..
କାଳିଆ...ରେ..କାଳିଆ...ରେ..

Bali Ratha Tolichi Mu Odia Song Lyrics In Odia Language

Thank You

Comments