chhapa chhapa rati odia song lyrics in odia language

Odia Song Lyrics

ଛାପା ଛାପା ରାତି ଅଳପ ଅଛି ଲୋ
ମନ ଡ଼ାକିଲାଣି ତାରିଣୀ ମାଆ

chhapa chhapa rati odia song lyrics in odia language


ଛାପା ଛାପା ରାତି ଅଳପ ଅଛି ଲୋ
ମନ ଡ଼ାକିଲାଣି ତାରିଣୀ ମାଆ
ଛାପା ଛାପା ରାତି ଅଳପ ଅଛି ଲୋ
ମନ ଡ଼ାକିଲାଣି ତାରିଣୀ ମାଆ
ମନ ଡ଼ାକିଲାଣି ତାରିଣୀ ମାଆ
ସୁନ୍ଦରୀ ବହୁ ଲୋ ଚାହିଁ ବସିଥା
ସୁନ୍ଦରୀ ବହୁ ଲୋ ଚାହିଁ ବସିଥା
ଆଣି ଦେଵି ଭଙ୍ଗା ନଡ଼ିଆ
ଛାପା ଛାପା ରାତି ଅଳପ ଅଛି ଲୋ
ମନ ଡ଼ାକିଲାଣି ତାରିଣୀ ମାଆ
ମନ ଡ଼ାକିଲାଣି ତାରିଣୀ ମାଆ



ସିନ୍ଦୂର ଫିଟିଲାରେ କୂଳ ବହୁ ଭୂଆସୁଣୀ
ମାଜଣା କରନ୍ତି ଗୋ କଳସୀରେ ପାଣି ଆଣି
ସିନ୍ଦୂର ଫିଟିଲାରେ କୂଳ ବହୁ ଭୂଆସୁଣୀ
ମାଜଣା କରନ୍ତି ଗୋ କଳସୀରେ ପାଣି ଆଣି
ଦେବ ସଳିତାକୁ ଜଳାଏ ମନ୍ଦିରେ
ଦେବ ସଳିତାକୁ ଜଳାଏ ମନ୍ଦିରେ
ବାଢି ଦେବେ ଭକ୍ତି କୋଡୁଆ
ଛାପା ଛାପା ରାତି ଅଳପ ଅଛି ଲୋ
ମନ ଡ଼ାକିଲାଣି ତାରିଣୀ ମାଆ
ମନ ଡ଼ାକିଲାଣି ତାରିଣୀ ମାଆ



ବହୁ ଦୁରୁ ଯାଏ ମାଆ ଅବୁଝା ପାଗଳା ତୋର
କୋଳେଇ ନେବୁ ଲୋ ତୁ କେହି ନାହିଁ ଆପଣାର
ବହୁ ଦୁରୁ ଯାଏ ମାଆ ଅବୁଝା ପାଗଳା ତୋର
କୋଳେଇ ନେବୁ ଲୋ ତୁ କେହି ନାହିଁ ଆପଣାର
ଛୋଟ ଆଶା ମୋର କରୁଣା କରି ଲୋ
ଛୋଟ ଆଶା ମୋର କରୁଣା କରି ଲୋ
ଦେବୁ ଖଣ୍ଡେ ଭଙ୍ଗା ନଡ଼ିଆ

ଛାପା ଛାପା ରାତି ଅଳପ ଅଛି ଲୋ
ମନ ଡ଼ାକିଲାଣି ତାରିଣୀ ମାଆ
ମନ ଡ଼ାକିଲାଣି ତାରିଣୀ ମାଆ
ସୁନ୍ଦରୀ ବହୁ ଲୋ ଚାହିଁ ବସିଥା
ସୁନ୍ଦରୀ ବହୁ ଲୋ ଚାହିଁ ବସିଥା
ଆଣି ଦେଵି ଭଙ୍ଗା ନଡ଼ିଆ
ଛାପା ଛାପା ରାତି ଅଳପ ଅଛି ଲୋ
ମନ ଡ଼ାକିଲାଣି ତାରିଣୀ ମାଆ
ମନ ଡ଼ାକିଲାଣି ତାରିଣୀ ମାଆ
ମନ ଡ଼ାକିଲାଣି ତାରିଣୀ ମାଆ

chhapa chhapa rati odia song lyrics in odia language


Thank You


Comments