kacha aaina te bhabi odia song lyrics in odia language

Odia Song Lyrics

କାଚ ଆଇନାଟେ ଭାବି
ଭାଙ୍ଗି ଦେଲ ମନ ମୋର

kacha aaina te bhabi odia song lyrics in odia language


ହେ ହେ ହେ ହେ ହେ
ହେ ହେ ହେ ହେ

କାଚ ଆଇନାଟେ ଭାବି
ଭାଙ୍ଗି ଦେଲ ମନ ମୋର
ମୋ ଭଲ ପାଇବାର
ଦେଲ ଭଲ ଉପହାର
ମାଟି ଖେଳଣାଟେ ଭାବି
ଖେଳିଦେଲ ସାଥେ ମୋର
ମୋ ଭଲ ପାଇବାର
ଦେଲ ଭଲ ଉପହାର
ହେ ହେ ହେ ହେ ହେ
ହେ ହେ ହେ ହେ
ହେ ହେ ହେ ହେ ହେ
ହୋ ହୋ ଆ ହା



ସଜାଡି ଦେଇ ଆଉ କା ଘର
ଉଜାଡି ଦେଲ ସପନ ମୋର
ହୋ ସପନ ଭଙ୍ଗା ଦୁଃଖ ଯେତିକି
ଅଜାଡି ଦେଲ ଜୀବନେ ମୋର
ସାଧା କାଗଜଟେ ଭାବି
ଚିରି ଦେଲ ଛାତି ମୋର
ମୋ ଭଲ ପାଇବାର
ଦେଲ ଭଲ ଉପହାର
ହେ ହେ ହେ ହେ ହେ
ହେ ହେ ହେ ହେ
ଓ ହୋ ହୋ ଓ
ହେ ହେ ହେ ଆ ହା



ହସ ଆଞ୍ଜୁଳି ଓଠରେ ଦେଲ
ଲୁହ ଆଞ୍ଜୁଳି ମୋ ଆଖିରେ ଦେଲ
ହାଁ ଆଖିରୁ ଧୂଳି କାଢିଲା ପରି
ତମ ମନରୁ ମତେ କାଢିଲ
ମିଛ କାହାଣିଟେ ଭାବି
ଭୁଲି ଗଲ ପ୍ରେମ ମୋର
ମୋ ଭଲ ପାଇବାର
ଦେଲ ଭଲ ଉପହାର

କାଚ ଆଇନାଟେ ଭାବି
ଭାଙ୍ଗି ଦେଲ ମନ ମୋର
ମୋ ଭଲ ପାଇବାର
ଦେଲ ଭଲ ଉପହାର
ମାଟି ଖେଳଣାଟେ ଭାବି
ଖେଳିଦେଲ ସାଥେ ମୋର
ମୋ ଭଲ ପାଇବାର
ଦେଲ ଭଲ ଉପହାର
ହେ ହେ ହେ ହେ ହେ
ହେ ହେ ହେ ହେ

ହେ ହେ ହେ ହେ ହେ
ହେ ହେ ହେ ହେ

kacha aaina te bhabi odia song lyrics in odia language


Thank You


Comments