kali ama bahaghara odia song lyrics in odia language

Odia Song Lyrics

କାଲି ଆମ ବାହାଘର ଆଜି ମଙ୍ଗନ

kali ama bahaghara odia song lyrics in odia language


କାଲି ଆମ ବାହାଘର ଆଜି ମଙ୍ଗନ
କାଲି ଆମ ବାହାଘର ଆଜି ମଙ୍ଗନ
ତାରିଣୀ ମାଆର ପାଦ ପୂଜି ଯିବା
ତାରିଣୀ ମାଆର ପାଦ ପୂଜି ଯିବା
ହାତେ ଧରିଥିବୁ ଫୁଲ ଚନ୍ଦନ
କାଲି ଆମ ବାହାଘର ଆଜି ମଙ୍ଗନ
କାଲି ଆମ ବାହାଘର ଆଜି ମଙ୍ଗନ



ସାହାନାଇ ବାଜେ ମାଆ ମୋର ବିଜେ
ଚଇତି ଜହ୍ନଟା ମରେ ଲାଜେ ଲାଜେ
ଶାଳବଣ ଫୁଲେ ମାଆ ମୋର ଝୁଲେ
ମୁହଁ ତାର ନାଲି ଓଢଣିରେ ସାଜେ
ଘଟଗାଁ ଦାଣ୍ଡେ ଛାମୁ ଖେଳେ ସେହି
ଘଟଗାଁ ଦାଣ୍ଡେ ଛାମୁ ଖେଳେ ସେହି
ଜଗତ ଜନନୀ ବିଶ୍ୱ ବନ୍ଧନ
କାଲି ଆମ ବାହାଘର ଆଜି ମଙ୍ଗନ
କାଲି ଆମ ବାହାଘର ଆଜି ମଙ୍ଗନ



ସୁଖର ସଂସାର ଗଢିବା ଆମେ ଲୋ
ଭକତି ଅନ୍ତରେ ମାଆକୁ ଧରି
ଜନମ ଜନମ ସାଥି ହେବା ଆମେ
ଆଶୀଷ ମନ୍ଦାର ପଡିବ ଝରି
ସେହି ଦୟାମୟି ମାଆ ତାରିଣୀର
ସେହି ଦୟାମୟି ମାଆ ତାରିଣୀର
ନାମକୁ କରିବା ନିତି ଭଜନ

କାଲି ଆମ ବାହାଘର ଆଜି ମଙ୍ଗନ
କାଲି ଆମ ବାହାଘର ଆଜି ମଙ୍ଗନ
ତାରିଣୀ ମାଆର ପାଦ ପୂଜି ଯିବା
ତାରିଣୀ ମାଆର ପାଦ ପୂଜି ଯିବା
ହାତେ ଧରିଥିବୁ ଫୁଲ ଚନ୍ଦନ
କାଲି ଆମ ବାହାଘର ଆଜି ମଙ୍ଗନ
କାଲି ଆମ ବାହାଘର ଆଜି ମଙ୍ଗନ
କାଲି ଆମ ବାହାଘର ଆଜି ମଙ୍ଗନ

kali ama bahaghara odia song lyrics in odia language


Thank You


Comments