kapalare tope sindura naile odia song lyrics in odia language

Odia Song Lyrics

କପାଳରେ ଟୋପେ ସିନ୍ଦୂର ନାଇଲେ
ଝିଅ ହୁଏ ବୋହୁରାଣୀ

kapalare tope sindura naile odia song lyrics in odia language


କପାଳରେ ଟୋପେ ସିନ୍ଦୂର ନାଇଲେ
ଝିଅ ହୁଏ ବୋହୁରାଣୀ
ପଥରରେ ଟିକେ ସିନ୍ଦୂର ଲାଗିଲେ
ଶିଳା ହୁଏ ଠାକୁରାଣୀ
ଲୁହରେ ତରଳି ଯେବେ ଶିଳା ହୁଏ ପାଣି
ସେଇ ପାଣି ହୁଏ ଦେବି କୃପାମୟୀ ତାରିଣୀ
ସେଇ ପାଣି ହୁଏ ଦେବି କୃପାମୟୀ ତାରିଣୀ
କପାଳରେ ଟୋପେ ସିନ୍ଦୂର ନାଇଲେ
ଝିଅ ହୁଏ ବୋହୁରାଣୀ
ପଥରରେ ଟିକେ ସିନ୍ଦୂର ଲାଗିଲେ
ଶିଳା ହୁଏ ଠାକୁରାଣୀ



ଜନମ ଦିଏ ଜନନୀ ଆସରା ତ ପଣତ କାନି
ଜନମ ଦିଏ ଜନନୀ ଆସରା ତ ପଣତ କାନି
ସଠି ଘରୁ କୋଳ କରି ନିଏ ମା ତାରିଣୀ
ସ୍ନେହ ପରଶରେ ଯେବେ ଶିଳା ହୁଏ ମଣି
ସେଇ ମଣି ହୁଏ ଦେବି ମନ୍ଦାର ମାଳିନୀ
ସେଇ ମଣି ହୁଏ ଦେବି ମନ୍ଦାର ମାଳିନୀ
କପାଳରେ ଟୋପେ ସିନ୍ଦୂର ନାଇଲେ
ଝିଅ ହୁଏ ବୋହୁରାଣୀ
ପଥରରେ ଟିକେ ସିନ୍ଦୂର ଲାଗିଲେ
ଶିଳା ହୁଏ ଠାକୁରାଣୀ



kapalare tope sindura naile odia song lyrics in odia language


Thank You


Comments