manaku tora chorei neli odia song lyrics in odia language

Odia Song Lyrics

ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି

manaku tora chorei neli odia song lyrics in odia language


ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ଯାଉ କିଛି ଦିନ ଦେଖୁଥା ସପନ
ଯାଉ କିଛି ଦିନ ଦେଖୁଥା ସପନ
ବର ହେଇ ମୁ ତୋ ଗାଆଁ କୁ ଯିବି
ବର ହେଇ ମୁ ତୋ ଗାଆଁ କୁ ଯିବି
ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ତତେ ବି ଚୋରେଇ ନେବି



ଝିଲି ମିଲିକା ଶାଢ଼ୀ ପିନ୍ଧି
ଟିପି ଟିପିକା ଚନ୍ଦନରେ ସଜ ହେଇଥିବୁ ତୁ
ପାଟ ଧୋତି ଯୋଡ ପିନ୍ଧି
ମଥାରେ ପଗଡି ବାନ୍ଧି
ପାଲିଙ୍କିରେ ଆସିବି ଲୋ ମୁ
ହାଁ ଝିଲି ମିଲିକା ଶାଢ଼ୀ ପିନ୍ଧି
ଟିପି ଟିପିକା ଚନ୍ଦନରେ ସଜ ହେଇଥିବୁ ତୁ
ପାଟ ଧୋତି ଯୋଡ ପିନ୍ଧି
ମଥାରେ ପଗଡି ବାନ୍ଧି
ପାଲିଙ୍କିରେ ଆସିବି ଲୋ ମୁ
ଝରକା ଫାଙ୍କରୁ ଚାହିଁବୁ ଲୋ ମତେ
ଝରକା ଫାଙ୍କରୁ ଚାହିଁବୁ ଲୋ ମତେ
ଇସାରାରେ ମୁ କିଛି କହିବି
ଇସାରାରେ ମୁ କିଛି କହିବି
ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ଆରେ ତତେ ବି ଚୋରେଇ ନେବି




ନଇଁ ନଇଁକା ଅସୁଥିବୁ
କଇଁ କଇଁକା କାନ୍ଦୁଥିବୁ
ମିଛରେ ମିଛରେ ତୁ
ହାତରେ ହାତକୁ ଛନ୍ଦି
ସାକ୍ଷୀ ଥିବ ମାଟି ବେଦି
ସିନ୍ଦୂର ଦେବି ଲୋ ମୁ
ହାଁ ନଇଁ ନଇଁକା ଅସୁଥିବୁ
କଇଁ କଇଁକା କାନ୍ଦୁଥିବୁ
ମିଛରେ ମିଛରେ ତୁ
ହାତରେ ହାତକୁ ଛନ୍ଦି
ସାକ୍ଷୀ ଥିବ ମାଟି ବେଦି
ସିନ୍ଦୂର ଦେବି ଲୋ ମୁ
ଚଉଠି ଘଟଣା ତତେ କି ଅଜଣା
ଚଉଠି ଘଟଣା ତତେ କି ଅଜଣା
ସେଇ ଦିନ ମୁ ଜହ୍ନ ଦେଖିବି
ସେଇ ଦିନ ମୁ ଜହ୍ନ ଦେଖିବି

ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ମନକୁ ତୋର ଚୋରେଇ ନେଲି
ତତେ ବି ଚୋରେଇ ନେବି
ଯାଉ କିଛି ଦିନ ଦେଖୁଥା ସପନ
ଯାଉ କିଛି ଦିନ ଦେଖୁଥା ସପନ
ବର ହେଇ ମୁ ତୋ ଗାଆଁ କୁ ଯିବି
ବର ହେଇ ମୁ ତୋ ଗାଆଁ କୁ ଯିବି

manaku tora chorei neli odia song lyrics in odia language


Thank You


Comments