palakara dekhare odia song lyrics in odia language

Odia Song Lyrics

ପଲକର ଦେଖାରେ କିଛି ଭଲ ଲାଗେରେ
ଯାର ହାସ ମନେ ରହିଯାଏ

palakara dekhare odia song lyrics in odia language


Female
ପଲକର ଦେଖାରେ କିଛି ଭଲ ଲାଗେରେ
ଯାର ହାସ ମନେ ରହିଯାଏ
ଏ ମନ ତାକୁ ଚାହିଁ ରହିଥାଏ
ଏ ମନ ତାକୁ ଚାହିଁ ରହିଥାଏ
ପଲକର ଦେଖାରେ କିଛି ଭଲ ଲାଗେରେ
ଯାର ହାସ ମନେ ରହିଯାଏ
ଏ ମନ ତାକୁ ଚାହିଁ ରହିଥାଏ
ଏ ମନ ତାକୁ ଚାହିଁ ରହିଥାଏ
ପ୍ରଥମରୁ ତାକୁ ଦେଖି ପ୍ରଥମରୁ ତାକୁ ଦେଖି
ମନରେ ଜାଗେ ଯେ ଆଶା
ସିଏ ପରା ପ୍ରେମ ନିଶା
ସିଏ ପରା ପ୍ରେମ ନିଶା
Male
ପଲକର ଦେଖାରେ କିଛି ଭଲ ଲାଗେରେ
ଯାର ହାସ ମନେ ରହିଯାଏ
ଏ ମନ ତାକୁ ଚାହିଁ ରହିଥାଏ
ଏ ମନ ତାକୁ ଚାହିଁ ରହିଥାଏ
ପ୍ରଥମରୁ ତାକୁ ଦେଖି ପ୍ରଥମରୁ ତାକୁ ଦେଖି
ମନରେ ଜାଗେ ଯେ ଆଶା
ସିଏ ପରା ପ୍ରେମ ନିଶା
ସିଏ ପରା ପ୍ରେମ ନିଶା



Female
ମନେ ମନେ କଥା ହେଲା
ପାଖେ ପାଖେ ମୋ ରହୁଥିଲା
ଦିନ ଟା ମୋ ରାତି ନିଦ ସବୁ ଉଡ଼ିଗଲା
Male
ମନେ ମନେ କଥା ହେଲା
ପାଖେ ପାଖେ ମୋ ରହୁଥିଲା
ଦିନ ଟା ମୋ ରାତି ନିଦ ସବୁ ଉଡ଼ିଗଲା
Female
ନିଦ ନେଇ ଲୁଚି ଲୁଚି
ନିଦ ନେଇ ଲୁଚି ଲୁଚି
ମନରେ ବାନ୍ଧେ ଯେ ବସା
ସିଏ ପରା ପ୍ରେମ ନିଶା
Male
ସିଏ ପରା ପ୍ରେମ ନିଶା



Male
ବୁଝେଇ ଦେଲେ ମନ ବୁଝେନା
ମନ ଶାସନ ଆଉ ମନ ଶୁଣେନା
ସାରା ଦିନ ସାରା ରାତି ଏକା ବାହାନା
Female
ବୁଝେଇ ଦେଲେ ମନ ବୁଝେନା
ମନ ଶାସନ ଆଉ ମନ ଶୁଣେନା
ସାରା ଦିନ ସାରା ରାତି ଏକା ବାହାନା
Male
କେବେ ଯାଇ ପାଖେ ଥାଇ
କେବେ ଯାଇ ପାଖେ ଥାଇ
ପଢିବାକୁ ଆଖିର ଭାଷା
Male
ସିଏ ପରା ପ୍ରେମ ନିଶା
Female
ସିଏ ପରା ପ୍ରେମ ନିଶା

Male
ପଲକର ଦେଖାରେ କିଛି ଭଲ ଲାଗେରେ
ଯାର ହାସ ମନେ ରହିଯାଏ
ଏ ମନ ତାକୁ ଚାହିଁ ରହିଥାଏ
ଏ ମନ ତାକୁ ଚାହିଁ ରହିଥାଏ
Female
ପଲକର ଦେଖାରେ କିଛି ଭଲ ଲାଗେରେ
ଯାର ହାସ ମନେ ରହିଯାଏ
ଏ ମନ ତାକୁ ଚାହିଁ ରହିଥାଏ
ଏ ମନ ତାକୁ ଚାହିଁ ରହିଥାଏ
Male
ପ୍ରଥମରୁ ତାକୁ ଦେଖି
Female
ପ୍ରଥମରୁ ତାକୁ ଦେଖି
ମନରେ ଜାଗେ ଯେ ଆଶା
ସିଏ ପରା ପ୍ରେମ ନିଶା
Male
ସିଏ ପରା ପ୍ରେମ ନିଶା
Female
ସିଏ ପରା ପ୍ରେମ ନିଶା
Male
ସିଏ ପରା ପ୍ରେମ ନିଶା
Male & Female
ସିଏ ପରା ପ୍ରେମ ନିଶା
ସିଏ ପରା ପ୍ରେମ ନିଶା
ସିଏ ପରା ପ୍ରେମ ନିଶା
ସିଏ ପରା ପ୍ରେମ ନିଶା


palakara dekhare odia song lyrics in odia language


Thank You


Comments