premika bhulena odia song lyrics in odia language

Odia Song Lyrics

ପ୍ରେମିକ ଭୁଲେନା ପ୍ରେମିକା କୁ କେବେ
ପ୍ରେମିକା ତ ଧୋକା ଦିଏ

premika bhulena odia song lyrics in odia language


ପ୍ରେମିକ ଭୁଲେନା ପ୍ରେମିକା କୁ କେବେ
ପ୍ରେମିକା ତ ଧୋକା ଦିଏ
ବାଟ ଭୁଲେ ନାହିଁ ବାଟୋଇ କୁ କେବେ
ବାଟୋଇ ତ ଭୁଲି ଯାଏ

କେବେ ଶୂନ କେବେ ଛକ
କେବେ ଗୀତ କେବେ ଗପ
କେବେ ଶୂନ କେବେ ଛକ
କେବେ ଗୀତ କେବେ ଗପ
ଏଇ ଚିନ୍ହା ଚିନ୍ହା ବାଟେ
ଏଇ ଚିନ୍ହା ଚିନ୍ହା ବାଟେ
କିଏ ଚାଲି ଯାଏ ଫାଙ୍କି
ହୋ କିଏ ହସି ଦିଏ ଦେଖି
କିଏ ଚାଲି ଯାଏ ଫାଙ୍କି
କିଏ ହସି ଦିଏ ଦେଖି
କିଏ ଚାଲି ଯାଏ ଫାଙ୍କି
ଏଇ ଚିନ୍ହା ଚିନ୍ହା ବାଟେ
ଏଇ ଚିନ୍ହା ଚିନ୍ହା ବାଟେ
ଜୀବନ ଦୁଃଖ ପଟେ ସୁଖ ପଟେ 
ହସ ପଟେ ଲୁହ ପଟେ
ଦୁଃଖ ପଟେ ସୁଖ ପଟେ 
ହସ ପଟେ ଲୁହ ପଟେ



ଫୁଲରୁ କେବେ ମହୁ ତ ଝରେ
କେବେ ଝରେ ପୁଣି ବିଷ
ପାହାନ୍ତି ରାତି ସପନ କେବେ
ଦେଇ ଯାଏ ଅବଶୋଷ
ହଁ ଫୁଲରୁ କେବେ ମହୁ ତ ଝରେ
କେବେ ଝରେ ପୁଣି ବିଷ
ପାହାନ୍ତି ରାତି ସପନ କେବେ
ଦେଇ ଯାଏ ଅବଶୋଷ
କେବେ ରାତି କେବେ ଦିନ
କେବେ ହଜି ଯାଏ ଜହ୍ନ
କେବେ ରାତି କେବେ ଦିନ
କେବେ ହଜି ଯାଏ ଜହ୍ନ
ଏଇ ଚିନ୍ହା ଚିନ୍ହା ବାଟେ
ଏଇ ଚିନ୍ହା ଚିନ୍ହା ବାଟେ
ଜୀବନ ଦୁଃଖ ପଟେ ସୁଖ ପଟେ 
ହସ ପଟେ ଲୁହ ପଟେ



ଏମିତି କୋଉ ମଣିଷ ଅଛି
କେବେ କାନ୍ଦିନାହିଁ କୁହ
ହସଠୁ ବେଶି ଆପଣା ଲାଗେ
କେବେ କେବେ ପୁଣି ଲୁହ
ହଁ ଏମିତି କୋଉ ମଣିଷ ଅଛି
କେବେ କାନ୍ଦିନାହିଁ କୁହ
ହସଠୁ ବେଶି ଆପଣା ଲାଗେ
କେବେ କେବେ ପୁଣି ଲୁହ
କେବେ ପୁଣ୍ୟ କେବେ ପାପ
କେବେ ପୁଣି ଅଭିଶାପ
କେବେ ପୁଣ୍ୟ କେବେ ପାପ
କେବେ ପୁଣି ଅଭିଶାପ

ଏଇ ଚିନ୍ହା ଚିନ୍ହା ବାଟେ
ଏଇ ଚିନ୍ହା ଚିନ୍ହା ବାଟେ
ଜୀବନ ଦୁଃଖ ପଟେ ସୁଖ ପଟେ 
ହସ ପଟେ ଲୁହ ପଟେ
ଦୁଃଖ ପଟେ ସୁଖ ପଟେ 
ହସ ପଟେ ଲୁହ ପଟେ
ଦୁଃଖ ପଟେ ସୁଖ ପଟେ 
ହସ ପଟେ ଲୁହ ପଟେ


premika bhulena odia song lyrics in odia language


Thank You


Comments