sabari bala he odia song lyrics in odia language

Odia Song Lyrics

ସଵାରୀ ଵାଲା ହେ ସଵାରୀ ଵାଲା
ରଖ ହେ ଘଟଗାଁ ତାରିଣୀ ହେଲା

sabari bala he odia song lyrics in odia language


ସଵାରୀ ଵାଲା ହେ ସଵାରୀ ଵାଲା
ରଖ ହେ ଘଟଗାଁ ତାରିଣୀ ହେଲା
ସଵାରୀ ଵାଲା ହେ ସଵାରୀ ଵାଲା
ରଖ ହେ ଘଟଗାଁ ତାରିଣୀ ହେଲା
ଝିଅ ସାଜି ବୋହୁ ହୋ..
ଝିଅ ସାଜି ବୋହୁ ଡାକେ ମା ତାରିଣୀ
ମୋ ଶଙ୍ଖା ସିନ୍ଦୁର ତତେ ଲାଗିଲା
ସଵାରୀ ଵାଲା ହେ ସଵାରୀ ଵାଲା



ଛାଡି ନିଜ ଘର ତୋଟା ଗାଁ ନଈ
ଝିଅ ଯାଏ ଛାଡି ବାପ ମା ଭାଇ
ଛାଡି ନିଜ ଘର ତୋଟା ଗାଁ ନଈ
ଝିଅ ଯାଏ ଛାଡି ବାପ ମା ଭାଇ
ସରି ଗଲା ଆଜି ହୋ
ବାଲି ଧୂଳି ଖେଳ ତାର ସରିଲା
ଗେଲ ବସରର ଦିନ ସରିଲା
ସଵାରୀ ଵାଲା ହେ ସଵାରୀ ଵାଲା



ସହି ପାରେ ନାହିଁ ମାଆ ତାରିଣୀ
ଲୁହ ପୋଛିଦିଏ ବଢ଼େଇ କାନି
ସହି ପାରେ ନାହିଁ ମାଆ ତାରିଣୀ
ଲୁହ ପୋଛିଦିଏ ବଢ଼େଇ କାନି
ମନେ ପଡେ ଆଜି ଓ..
ମନେ ପଡେ ଦୋଳି ରଜର ଝୁଲା
କାନ୍ଦି କାନ୍ଦି ଆଖି ଲୁହ ସରିଲା
ସଵାରୀ ଵାଲା ହେ ସଵାରୀ ଵାଲା

ରଖ ହେ ଘଟଗାଁ ତାରିଣୀ ହେଲା
ସଵାରୀ ଵାଲା ହେ ସଵାରୀ ଵାଲା
ରଖ ହେ ଘଟଗାଁ ତାରିଣୀ ହେଲା
ଝିଅ ସାଜି ବୋହୁ ହୋ..
ଝିଅ ସାଜି ବୋହୁ ଡାକେ ମା ତାରିଣୀ
ମୋ ଶଙ୍ଖା ସିନ୍ଦୁର ତତେ ଲାଗିଲା
ସଵାରୀ ଵାଲା ହେ ସଵାରୀ ଵାଲା
ରଖ ହେ ଘଟଗାଁ ତାରିଣୀ ହେଲା

sabari bala he sabari bala odia song lyrics in odia language


Thank You


Comments