sai tume asibaki odia song lyrics in odia language

Odia Song Lyrics

ସାଇ ତୁମେ ଆସିବ କି
ମୋ ଶୂନ୍ୟ ମନ ମନ୍ଦିରେ 

sai tume asibaki odia song lyrics in odia language


ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ତୁମ ପାଦ ପଡିବ କି ମୋ ଦିନ ଭଙ୍ଗା କୁଟିରେ
ତୁମ ପାଦ ପଡିବ କି ମୋ ଦିନ ଭଙ୍ଗା କୁଟିରେ
ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ




ବାଟ ତୁମ ଚାହିଁ ଚାହିଁ ହେଲିଣି ବ୍ୟାକୁଳ
ତୁମକୁ ଖୋଜିବି ନାଥ ଆଉ କେତେ କାଳ
ବାଟ ତୁମ ଚାହିଁ ଚାହିଁ ହେଲିଣି ବ୍ୟାକୁଳ
ତୁମକୁ ଖୋଜିବି ନାଥ ଆଉ କେତେ କାଳ
ଜୀବନ ମୋ ସରି ଆସେ ବାବା ତୁମ ଖୋଜିବାରେ
ଜୀବନ ମୋ ସରି ଆସେ ବାବା ତୁମ ଖୋଜିବାରେ
ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ




ମାନବ ରୂପରେ ତୁମେ ଜନମ ହୋଇ
କେତେ ପାପୀ ତପୀଙ୍କୁ ଉଦ୍ଧାରିଲ ସାଇ 
ମାନବ ରୂପରେ ତୁମେ ଜନମ ହୋଇ
କେତେ ପାପୀ ତପୀଙ୍କୁ ଉଦ୍ଧାରିଲ ସାଇ
ତୁମ ନାମ ଭଜେ ଯିଏ ଦୁଃଖ ତାର ବହୁ ଦୂରେ
ତୁମ ନାମ ଭଜେ ଯିଏ ଦୁଃଖ ତାର ବହୁ ଦୂରେ
ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ




ଦାନ ବଳେ ପୁଣ୍ୟ ଯେତେ ମୁ ଅରଜିଲି
ତୁମ ପୂଜା ଧୂପ କାଠି ହେଇ ମୁ ଜଳିଲି
ହଁ ଦାନ ବଳେ ପୁଣ୍ୟ ଯେତେ ମୁ ଅରଜିଲି
ତୁମ ପୂଜା ଧୂପ କାଠି ହେଇ ମୁ ଜଳିଲି
ତ୍ରୁଟି ଥିଲେ ଦେବ କ୍ଷମା ବାବା ତୁମ ସମର୍ପଣେ
ତ୍ରୁଟି ଥିଲେ ଦେବ କ୍ଷମା ବାବା ତୁମ ସମର୍ପଣେ
ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ

ସାଇ ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ବାବା ତୁମେ ଆସିବ କି ମୋ ଶୂନ୍ୟ ମନ ମନ୍ଦିରେ
ତୁମ ପାଦ ପଡିବ କି ମୋ ଦିନ ଭଙ୍ଗା କୁଟିରେ
ତୁମ ପାଦ ପଡିବ କି ମୋ ଦିନ ଭଙ୍ଗା କୁଟିରେ


sai tume asibaki odia song lyrics in odia language


Thank You


Comments