salua banare bajuchi odia song lyrics in odia language

ODIA SONG LYRICS

ଶାଳୁଆ ବଣରେ ବାଜୁଚି ଘଣ୍ଟ

Salua Banare Bajuchi Ghanta Odia Song Lyrics In Odia Language

ଶାଳୁଆ ବଣରେ ବାଜୁଚି ଘଣ୍ଟ
ଉଠୁଚି ପଡ଼ୁଚି ଘଟଗାଁ ପୀଠ
ଶାଳୁଆ ଡାଳରେ ବାନ୍ଧିବା ନେତ
ସଅଳ ସଅଳ ଆରେ ମିତ
ମାଆ ତାରିଣୀ ଦୁଃଖ ହାରିଣୀ
ମାଆ ତାରିଣୀ ଦୁଃଖ ହାରିଣୀ
ଦୁଃଖ କହିବା ଆମେ ପତେଇ ହାତ
ଶାଳୁଆ ବଣରେ ବାଜୁଚି ଘଣ୍ଟ
ଉଠୁଚି ପଡ଼ୁଚି ଘଟଗାଁ ପୀଠ
ଶାଳୁଆ ଡାଳରେ ବାନ୍ଧିବା ନେତ
ସଅଳ ସଅଳ ଆରେ ମିତ



ଅଧା ନିଦେ ଶୋଇ ଥିଲି
ସପନରେ ଦେଖୁ ଥିଲି 
ଫୁଲ ଦେଇ ପୂଜୁ ଥିଲି
ମନ କଥା କହୁ ଥିଲି
ହୋ ଲୁହ ମୋର ଝରୁ ଥିଲା
ପଣତେ ସେ ପୋଛି ଦେଲା
ସିନ୍ଦୁର ଟିକିଏ ଦେଲା
କେତେ ବୁଝେଇଲା
ଦୁଃଖ କହିଲି ସୁଖ ଆଣିଲି
ଦୁଃଖ କହିଲି ସୁଖ ଆଣିଲି
ସପନ ନୁହେଁ ମିତ ଇଏ ତ ସତ
ଶାଳୁଆ ବଣରେ ବାଜୁଚି ଘଣ୍ଟ
ଉଠୁଚି ପଡ଼ୁଚି ଘଟଗାଁ ପୀଠ
ଶାଳୁଆ ଡାଳରେ ବାନ୍ଧିବା ନେତ
ସଅଳ ସଅଳ ଆରେ ମିତ



ମାଆ ପାଖେ ଯିଏ ଯାଏ
ଖାଲି ହାତେ ଫେରେ ନାହିଁ
ଚାହିଁ ଦେଲେ ମାଆ ମୋର
ସବୁ କିଛି ପାଏ ସେଇ
ହୋ ଏଇ ମିଛ ଦୁନିଆରେ
ମାଆ ପରି ମାଆ ଟିଏ
ସବୁ କାମ ଶୁଭହୁଏ ବାନ୍ଧିଲେ ନଡ଼ିଆ
ପାପ ହାରିଣୀ ମୁକ୍ତି ଦାୟିନୀ
ପାପ ହାରିଣୀ ମୁକ୍ତି ଦାୟିନୀ
ଚଇତି ମାସରେ ପଡେ ତା ଯାତ

ଶାଳୁଆ ବଣରେ ବାଜୁଚି ଘଣ୍ଟ
ଉଠୁଚି ପଡ଼ୁଚି ଘଟଗାଁ ପୀଠ
ଶାଳୁଆ ଡାଳରେ ବାନ୍ଧିବା ନେତ
ସଅଳ ସଅଳ ଆରେ ମିତ
ମାଆ ତାରିଣୀ ଦୁଃଖ ହାରିଣୀ
ମାଆ ତାରିଣୀ ଦୁଃଖ ହାରିଣୀ
ଦୁଃଖ କହିବା ଆମେ ପତେଇ ହାତ
ଶାଳୁଆ ବଣରେ ବାଜୁଚି ଘଣ୍ଟ
ଉଠୁଚି ପଡ଼ୁଚି ଘଟଗାଁ ପୀଠ
ଶାଳୁଆ ଡାଳରେ ବାନ୍ଧିବା ନେତ
ସଅଳ ସଅଳ ଆରେ ମିତ
ଶାଳୁଆ ଡାଳରେ ବାନ୍ଧିବା ନେତ
ସଅଳ ସଅଳ ଆରେ ମିତ

Salua Banare Bajuchi Ghanta Odia Song Lyrics In Odia Language

Thank You

Comments