sindura deithili odia song lyrics in odia language

Odia Song Lyrics

ସିନ୍ଦୁର ଦେଇଥିଲି ପାଲିଙ୍କି ଚଢି
ସିନ୍ଦୁର ନେଇଯିବି କୋକେଇ ଚଢି

sindura deithili odia song lyrics in odia language


ସିନ୍ଦୁର ଦେଇଥିଲି ପାଲିଙ୍କି ଚଢି
ସିନ୍ଦୁର ନେଇଯିବି କୋକେଇ ଚଢି
ସିନ୍ଦୁର ଦେଇଥିଲି ପାଲିଙ୍କି ଚଢି
ସିନ୍ଦୁର ନେଇଯିବି କୋକେଇ ଚଢି
ଦିନେ ଜଳିଥିଲା ହୋମ ନିଆଁ
ଏବେ ଜଳିବ ମୋ ଜୁଇ ନିଆଁ
ହାତ ଧରିଥିଲା ଯିଏ ଭାଙ୍ଗିବ ଚୁଡ଼ି
ସିନ୍ଦୁର ଦେଇଥିଲି ପାଲିଙ୍କି ଚଢି
ସିନ୍ଦୁର ନେଇଯିବି କୋକେଇ ଚଢି



ସେଦିନ ଯାଇଥିଲି ଶଶୁର ଘର
ହେ କଳା ଠାକୁର
ଏବେ ମୁ ଚାଲିଯିବି ଯମ ନଅର
ହେ କଳା ଠାକୁର
ଥିଲେ ସାଥିରେ ବର ଯାତିରି
ଯିବି ଶବ ବାହାକ ମୁ ଧରି
ଶବ ପଛେ ପଡୁଥିବ ଖଇ କଉଡ଼ି
ସିନ୍ଦୁର ଦେଇଥିଲି ପାଲିଙ୍କି ଚଢି
ସିନ୍ଦୁର ନେଇଯିବି କୋକେଇ ଚଢି



ଛୁଟିଲେ ଘଟ ମତେ ବୋଲିବେ ଭୂତ
ହେ ଜଗନ୍ନାଥ
ସଂସାର ମିଛ ମାୟା ତୁମେ ହି ସତ୍ୟ
ହେ ଜଗନ୍ନାଥ
ଯେବେ ବାନ୍ଧିବ ଯମ ଦଉଡି
ମୋର ହାତ ଗଣ୍ଠି ଯିବ ଛିଡି
ଅଫେରା ପାଲିଙ୍କି ଚଢି ଯିବି ବାହୁଡ଼ି
ସିନ୍ଦୁର ଦେଇଥିଲି ପାଲିଙ୍କି ଚଢି
ସିନ୍ଦୁର ନେଇଯିବି କୋକେଇ ଚଢି
ସିନ୍ଦୁର ଦେଇଥିଲି ପାଲିଙ୍କି ଚଢି
ସିନ୍ଦୁର ନେଇଯିବି କୋକେଇ ଚଢି

sindura deithili palinki chadhi odia song lyrics in odia language


Thank You



Comments