sinthire sindura odia song lyrics in odia language

Odia Song Lyrics

ସିନ୍ଥିରେ ସିନ୍ଦୂର ଦେଲା କିଏ ତୋର
ମତେ ଭୁଲି ଯାଇ ହେଲୁ ତୁ କାହାର

sinthire sindura odia song lyrics in odia language


ସିନ୍ଥିରେ ସିନ୍ଦୂର ଦେଲା କିଏ ତୋର
ମତେ ଭୁଲି ଯାଇ ହେଲୁ ତୁ କାହାର
ସିନ୍ଥିରେ ସିନ୍ଦୂର ଦେଲା କିଏ ତୋର
ମତେ ଭୁଲି ଯାଇ ହେଲୁ ତୁ କାହାର
ମଥା ଛୁଇଁ ମତେ କଥା ଦେଇଥିଲୁ
କଲୁ ସାତ ପର
ମଥା ଛୁଇଁ ମତେ କଥା ଦେଇଥିଲୁ
କଲୁ ସାତ ପର
ସିନ୍ଥିରେ ସିନ୍ଦୂର ଦେଲା କିଏ ତୋର
ମତେ ଭୁଲି ଯାଇ ହେଲୁ ତୁ କାହାର



କାଲି ତୁ ମୋ ପାଇଁ ସଜ ହେଉଥିଲୁ
ଆଜି କା ଶେଯରେ ବସିଚୁ ଯାଇ
ହାଁ କାଲି ତୁ ମୋ ପାଇଁ ଦୀପ ଜାଳୁଥିଲୁ
ଆଜି ତୋର ଦୀପ ଆଉ କାହା ପାଇଁ
ତୁ ଚାଲିଗଲୁ ନିଦ ନେଇଗଲୁ ମୁ ଉଜାଗର
ତୁ ଚାଲିଗଲୁ ନିଦ ନେଇଗଲୁ ମୁ ଉଜାଗର
ସିନ୍ଥିରେ ସିନ୍ଦୂର ଦେଲା କିଏ ତୋର
ମତେ ଭୁଲି ଯାଇ ହେଲୁ ତୁ କାହାର



ତୋ ପାଇଁ ଜୀବନ ଜୁଇଜାଇ ଫୁଲ
ମୋ ପାଇଁ ଜୀବନ କଣ୍ଟାର ମାଳ
ପ୍ରେମର ମାନେ ତୁ ବୁଝି ପାରିବୁନି
ତୋ ପାଇଁ ପ୍ରେମ ତ କଣ୍ଢେଇ ଖେଳ
ମତେ ଛାଡ଼ିଦେଇ ଗଲୁ କା ସାଥିରେ
ଦେଲୁ ଲୁହ ଧାର
ମତେ ଛାଡ଼ିଦେଇ ଗଲୁ କା ସାଥିରେ
ଦେଲୁ ଲୁହ ଧାର

ସିନ୍ଥିରେ ସିନ୍ଦୂର ଦେଲା କିଏ ତୋର
ମତେ ଭୁଲି ଯାଇ ହେଲୁ ତୁ କାହାର
ସିନ୍ଥିରେ ସିନ୍ଦୂର ଦେଲା କିଏ ତୋର
ମତେ ଭୁଲି ଯାଇ ହେଲୁ ତୁ କାହାର
ହୋ ହୋ ହୋ ହୋ

sinthire sindura odia song lyrics in odia language


Thank You


Comments