tame chithire lekhicha odia song lyrics in odia language

Odia Song Lyrics

ତମେ ଚିଠିରେ ଲେଖିଚ ଭୁଲିଯିବା ପାଇଁ
ପୁରୁଣା କଥା ହାଏ ପୁରୁଣା କଥା

tame chithire lekhicha odia song lyrics in odia language


ତମେ ଚିଠିରେ ଲେଖିଚ ଭୁଲିଯିବା ପାଇଁ
ପୁରୁଣା କଥା ହାଏ ପୁରୁଣା କଥା
ତମେ ଏମିତି ପ୍ରେମିକା ବୁଝିଲନି ଜମା
ମନର କଥା ହାଏ ମନର କଥା
ମିଛ କାଇଁ କହୁଥିଲ ଆରେ ଭଲ ଜଦି ପାଉଥିଲ
ହେ ମିଛ କାଇଁ କହୁଥିଲ ଭଲ ଜଦି ପାଉଥିଲ
ଛୁଇଁ ସେ ଗୀତା ହାଏ ଛୁଇଁ ସେ ଗୀତା
ତମେ ଚିଠିରେ ଲେଖିଚ ଭୁଲିଯିବା ପାଇଁ
ପୁରୁଣା କଥା ହାଏ ପୁରୁଣା କଥା



ପ୍ରେମ ନୁହେଁ ଜମା ବାଲି ଘର ଖେଳ
ଖେଳି ସାରି ଭୁଲି ଯିବ
ମନ ନୁହେଁ ଜମା କାଚର ଆଇନା
ଇଛା ହେଲେ ଭାଙ୍ଗି ଦବ
ପ୍ରେମ ନୁହେଁ ଜମା ବାଲି ଘର ଖେଳ
ଖେଳି ସାରି ଭୁଲି ଯିବ
ମନ ନୁହେଁ ଜମା କାଚର ଆଇନା
ଇଛା ହେଲେ ଭାଙ୍ଗି ଦବ
କେତେ ସଞ୍ଜ ଦେଖା ହେଲ
କେତେ କଥା କହି ଥିଲ
ଆରେ କେତେ ସଞ୍ଜ ଦେଖା ହେଲ
କେତେ କଥା କହି ଥିଲ
କାହିଁ ସେ କଥା ହାଏ କାହିଁ ସେ କଥା
ତମେ ଚିଠିରେ ଲେଖିଚ ଭୁଲିଯିବା ପାଇଁ
ପୁରୁଣା କଥା ହାଏ ପୁରୁଣା କଥା




ତମେ ଭୁଲି ପାର ପ୍ରେମକୁ ମୋହର
ମୁ ଜମା ଭୁଲିବିନି
ଆଉ କାହା ସାଥେ ଯିବ ଜଦି ଯାଅ
ମନା ଜମା କରିବିନି
ତମେ ଭୁଲି ପାର ପ୍ରେମକୁ ମୋହର
ମୁ ଜମା ଭୁଲିବିନି
ଆଉ କାହା ସାଥେ ଯିବ ଜଦି ଯାଅ
ମନା ଜମା କରିବିନି
ମନ ତୁମ ଯେମିତିକା
ହେ ଝିଅ ତୁମେ ସେମିତିକା
ଆରେ ମନ ତୁମ ଯେମିତିକା
ଝିଅ ତୁମେ ସେମିତିକା
ଅଡୁଆ ସୂତା ହାଏ ଅଡୁଆ ସୂତା

ତମେ ଚିଠିରେ ଲେଖିଚ ଭୁଲିଯିବା ପାଇଁ
ପୁରୁଣା କଥା ହାଏ ପୁରୁଣା କଥା
ତମେ ଏମିତି ପ୍ରେମିକା ବୁଝିଲନି ଜମା
ମନର କଥା ହାଏ ମନର କଥା
ମିଛ କାଇଁ କହୁଥିଲ ଭଲ ଜଦି ପାଉଥିଲ
ହାଁ ମିଛ କାଇଁ କହୁଥିଲ ଭଲ ଜଦି ପାଉଥିଲ
ଛୁଇଁ ସେ ଗୀତା ହାଏ ଛୁଇଁ ସେ ଗୀତା
କାହିଁ ସେ କଥା ହାଏ କାହିଁ ସେ କଥା
ଅଡୁଆ ସୂତା ହାଏ ଅଡୁଆ ସୂତା

tame chithire lekhicha bhulijiba pain odia song lyrics in odia language


Thank You


Comments