to bahudare kaliare odia song lyrics in odia song lyrics

ODIA SONG LYRICS

ତୋ ବାହୁଡ଼ାରେ କାଳିଆରେ ନେ ବାହୁଡେଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ

To Bahudare Kaliare Ne Bahudei Odia Song Lyrics In Odia Language

ତୋ ବାହୁଡ଼ାରେ କାଳିଆରେ
ତୋ ବାହୁଡ଼ାରେ କାଳିଆରେ ନେ ବାହୁଡେଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ମୋ ଦେହ ଛାଡି ଯାଉ ଉଡି
ମୋ ଦେହ ଛାଡି ଯାଉ ଉଡି ପରାଣ ଚଢେଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ



ଏଇ ଦୁନିଆକୁ ଅଣିଥିଲୁ ଡାକି
ସୁଖରେ ଦୁଃଖରେ ରହିଥିଲୁ ସାକ୍ଷୀ
ଏଇ ଦୁନିଆକୁ ଅଣିଥିଲୁ ଡାକି
ସୁଖରେ ଦୁଃଖରେ ରହିଥିଲୁ ସାକ୍ଷୀ
ସବୁ ଇଛା ମୋର କରିଛୁ ପୂରଣ
ଏଇ ଶେଷ ଇଛା ରହିଛିରେ ବାକି
ତୋ ଚକା ଆଖି ଦେଖି ଦେଖି
ତୋ ଚକା ଆଖି ଦେଖି ଦେଖି
ଯିବିରେ ମୁଁ ଶୋଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ



ବିଦାୟ ମୁଁ ନେଇ ଏଇ ସଂସାରରୁ
ସେପାରିକୁ ପୁଣି ଯିବି ଏପରିରୁ
ବିଦାୟ ମୁଁ ନେଇ ଏଇ ସଂସାରରୁ
ସେପାରିକୁ ପୁଣି ଯିବି ଏପରିରୁ
ସେପାରିରେ ପୁଣି ହବ ତୋର ଦେଖା
ଉଦ୍ଧାର ପାଇବି ମଣିଷ ଜନ୍ମରୁ
ତୋ ସ୍ୱର୍ଗ ଦ୍ୱାରେ ମତେ ଥରେ
ତୋ ସ୍ୱର୍ଗ ଦ୍ୱାରେ ମତେ ଥରେ
ଦେ ରେ ଜଳେଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ

ତୋ ବାହୁଡ଼ାରେ କାଳିଆରେ
ତୋ ବାହୁଡ଼ାରେ କାଳିଆରେ ନେ ବାହୁଡେଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ମୋ ଦେହ ଛାଡି ଯାଉ ଉଡି
ମୋ ଦେହ ଛାଡି ଯାଉ ଉଡି ପରାଣ ଚଢେଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ
ରଥ ଦେ ଗଡେଇ ଚକ ଦେ ଚଡ଼େଇ

To Bahudare Kaliare Ne Bahudei Odia Song Lyrics In Odia Language

Thank You

Comments