tora ratha tanu tanu odia song lyrics in odia language

Odia Song Lyrics

ତୋର ରଥ ଟାଣୁ ଟାଣୁ
ମତେ ହବକି ମରଣ

tora ratha tanu tanu odia song lyrics in odia language


ତୋର ରଥ ଟାଣୁ ଟାଣୁ
ତୋର ରଥ ଟାଣୁ ଟାଣୁ
ମତେ ହବକି ମରଣ
ହାଏରେ ମୋ ଚକା ଚନ୍ଦନ
ତୋର ଗୀତ ଶୁଣୁ ଶୁଣୁ
ତୋର ଗୀତ ଶୁଣୁ ଶୁଣୁ
ମୋର ଯିବ କି ଜୀବନ
ହାଏରେ ମୋ ଚକା ଚନ୍ଦନ
ରାତି ପାହେ ନାହିଁ ମୋର ଦିନ ସରେ ନାହିଁ
ରାତି ପାହେ ନାହିଁ ମୋର ଦିନ ସରେ ନାହିଁ
ତତେ ନଦେଖିଲେ ଧନ
ହାଏରେ ମୋ ଚକା ଚନ୍ଦନ
ହାଏରେ ମୋ ଚକା ଚନ୍ଦନ




ସାରୁ ପତରେ କେମିତି ଜଳ
ହୁଏ ଧନ ଢଳ ଢଳ
ସେମିତି ଜୀବନ ଖେଳ
ମିଛ ଖେଳରେ ଖେଳାଳି ହୋଇ
ଅବାଟରେ ଯିବି କାହିଁ
ସଂସାର ମୋ ଲୋଡ଼ା ନାହିଁ
ସାରୁ ପତରେ କେମିତି ଜଳ
ହୁଏ ଧନ ଢଳ ଢଳ
ସେମିତି ଜୀବନ ଖେଳ
ମିଛ ଖେଳରେ ଖେଳାଳି ହୋଇ
ଅବାଟରେ ଯିବି କାହିଁ
ସଂସାର ମୋ ଲୋଡ଼ା ନାହିଁ
ତୋର କଥା ଗୁଣୁ ଗୁଣୁ
ତୋର କଥା ଗୁଣୁ ଗୁଣୁ
ଲୁଚୁ ମୋ ଜୀବନ ଜହ୍ନ
ହାଏରେ ମୋ ଚକା ଚନ୍ଦନ
ହାଏରେ ମୋ ଚକା ଚନ୍ଦନ





ନୀଳ ଆକାଶେ ପୁନେଇ ଜହ୍ନ
କେମିତି କି ଛନ ଛନ
ସେମିତି ଏ ଯଉବନ
କିଛି ନଥିବ ବରଷା ହବ
ଲିଭିଯିବ ସବୁ ଚି଼ହ୍ନ
ମିଛ ମିଛ ସବୁ ସ୍ବପ୍ନ
ନୀଳ ଆକାଶେ ପୁନେଇ ଜହ୍ନ
କେମିତି କି ଛନ ଛନ
ସେମିତି ଏ ଯଉବନ
କିଛି ନଥିବ ବରଷା ହବ
ଲିଭିଯିବ ସବୁ ଚି଼ହ୍ନ
ମିଛ ମିଛ ସବୁ ସ୍ବପ୍ନ
ମୋର ରାମ ନାମ ସତ୍ୟ ହେଉ
ରାମ ନାମ ସତ୍ୟ ହେଉ ଆସୁରେ ମରଣ
ହାଏରେ ମୋ ଚକା ଚନ୍ଦନ
ହାଏରେ ମୋ ଚକା ଚନ୍ଦନ


ତୋର ରଥ ଟାଣୁ ଟାଣୁ
ତୋର ରଥ ଟାଣୁ ଟାଣୁ
ମତେ ହବକି ମରଣ
ହାଏରେ ମୋ ଚକା ଚନ୍ଦନ
ତୋର ଗୀତ ଶୁଣୁ ଶୁଣୁ
ତୋର ଗୀତ ଶୁଣୁ ଶୁଣୁ
ମୋର ଯିବ କି ଜୀବନ
ହାଏରେ ମୋ ଚକା ଚନ୍ଦନ
ରାତି ପାହେ ନାହିଁ ମୋର ଦିନ ସରେ ନାହିଁ
ରାତି ପାହେ ନାହିଁ ମୋର ଦିନ ସରେ ନାହିଁ
ତତେ ନଦେଖିଲେ ଧନ
ହାଏରେ ମୋ ଚକା ଚନ୍ଦନ
ହାଏରେ ମୋ ଚକା ଚନ୍ଦନ
ହାଏରେ ମୋ ଚକା ଚନ୍ଦନ
ହାଏରେ ମୋ ଚକା ଚନ୍ଦନ

tora ratha tanu tanu odia song lyrics in odia language


Thank You


Comments