tu luchi jau kain akhiru odia song lyrics in odia language

Odia Song Lyrics

ତୁ ଲୁଚି ଯାଉ କାଇଁ ଆଖିରୁ

ତୁ ଖସି ଯାଉ କାଇଁ ହାତରୁ

tu luchi jau kain akhiru odia song lyrics in odia language


ତୁ ଲୁଚି ଯାଉ କାଇଁ ଆଖିରୁ
ତୁ ଖସି ଯାଉ କାଇଁ ହାତରୁ
ତୁ ଲୁଚି ଯାଉ କାଇଁ ଆଖିରୁ
ତୁ ଖସି ଯାଉ କାଇଁ ହାତରୁ
ଧନ ତତେ ଟିକେ ଧରୁ ଧରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ
ତୋ ମୁହଁ ଚାହିଁ ଦେଲେ ଦୂରରୁ
ତତେ ଗେଲ କଲେ ଟିକେ ପାଖରୁ
ତୋ ମୁହଁ ଚାହିଁ ଦେଲେ ଦୂରରୁ
ତତେ ଗେଲ କଲେ ଟିକେ ପାଖରୁ
ଧନ ବଞ୍ଚି ଯାଏ ମରୁ ମରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ




ତୁ ମୋ ସାତ ସିନ୍ଦୁକର ଧନ
ତୁ ମୋ ସାତ ପୁନେଇର ଜହ୍ନ
ତତେ ନଦେଖିଲେ ତତେ ନପାଇଲେ
ସରେ ନାହିଁ ମୋର ଦିନ
ତୁ ମୋ ସାତ ସିନ୍ଦୁକର ଧନ
ତୁ ମୋ ସାତ ପୁନେଇର ଜହ୍ନ
ତତେ ନଦେଖିଲେ ତତେ ନପାଇଲେ
ସରେ ନାହିଁ ମୋର ଦିନ
ତୁ କୋଳରେ ଖେଳିଲା ଦିନରୁ
ତତେ ପାସୋରି ପାରୁନି ମନରୁ
ଧନ ଜିତିଯାଏ ହାରୁ ହାରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ




ତୁ ମୋ ଚନ୍ଦନ ବନର ଛାଇ
ତୁ ମୋ ଭାବର ଯମୁନା ନଈ
ତୁଣ୍ଡରେ ତୁଳସୀ ନଦେଲେ ତୁ ଆସି
ମୋ ଜୀବନ ଯିବ ନାହିଁ
ତୁ ମୋ ଚନ୍ଦନ ବନର ଛାଇ
ତୁ ମୋ ଭାବର ଯମୁନା ନଈ
ତୁଣ୍ଡରେ ତୁଳସୀ ନଦେଲେ ତୁ ଆସି
ମୋ ଜୀବନ ଯିବ ନାହିଁ
ତୋ ଖୁସି ଦେଖିଦେଲେ ମୁହଁରୁ
ତୋ ହସ ଝରିଗଲେ ଓଠରୁ
ଧନ ଲୁହ ଶୁଖେ ଝରୁ ଝରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ


ତୁ ଲୁଚି ଯାଉ କାଇଁ ଆଖିରୁ
ତୁ ଖସି ଯାଉ କାଇଁ ହାତରୁ
ତୁ ଲୁଚି ଯାଉ କାଇଁ ଆଖିରୁ
ତୁ ଖସି ଯାଉ କାଇଁ ହାତରୁ
ଧନ ତତେ ଟିକେ ଧରୁ ଧରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ
ତୋ ମୁହଁ ଚାହିଁ ଦେଲେ ଦୂରରୁ
ତତେ ଗେଲ କଲେ ଟିକେ ପାଖରୁ
ତୋ ମୁହଁ ଚାହିଁ ଦେଲେ ଦୂରରୁ
ତତେ ଗେଲ କଲେ ଟିକେ ପାଖରୁ
ଧନ ବଞ୍ଚି ଯାଏ ମରୁ ମରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ
ଆରା ରୁ ରୁ ଆରା ରୁ ରୁ

tu luchi jau kain akhiru odia song lyrics in odia language


Thank You


Comments