tu mo sarba mangala odia song lyrics in odia language

ODIA SONG LYRICS

ତୁ ମୋ ସର୍ବ ମଙ୍ଗଳ ସର୍ବ ନାମ
ତୁ ମୋ ସର୍ବ କୁଶଳ ସର୍ବ ଧର୍ମ

Tu Mo Sarba Mangala Odia Song Lyrics In Odia Language

ତୁ ମୋ ସର୍ବ ମଙ୍ଗଳ ସର୍ବ ନାମ
ତୁ ମୋ ସର୍ବ କୁଶଳ ସର୍ବ ଧର୍ମ

ତୁ ମୋ ସର୍ବ ମଙ୍ଗଳ ସର୍ବ ନାମ
ତୁ ମୋ ସର୍ବ କୁଶଳ ସର୍ବ ଧର୍ମ
ତୋର ଶ୍ରୀମନ୍ଦିର ମୋ ପାଇଁରେ ଧନ
ତୋର ଶ୍ରୀମନ୍ଦିର ମୋ ପାଇଁରେ ଧନ
ଚାରି ଧାମ....
ତୁହିରେ ମୋ ଦାରୁବ୍ରହ୍ମ
ତୁହିରେ ମୋ ଦାରୁବ୍ରହ୍ମ
ତୁହିରେ ମୋ ଦାରୁବ୍ରହ୍ମ
ତୁହିରେ ମୋ ଦାରୁବ୍ରହ୍ମ



କେବେ ବରଷା କେବେ ବସନ୍ତ
କେବେ ଖରା କେବେ ଶୀତରେ
ପଡି ଉଠି ଚାଲେ ବାଟରେ
ହୋ..ଆଜି ପୁନେଇ କାଲିକି ନାହିଁ
ଅନ୍ଧାରକୁ ଲାଗେ ଡର ରେ
ପାଖେ ପାଖେ ଥିବୁ ମୋର ରେ
ତୋ ସିଂହଦୁଆର ମୋ ପାଇଁରେ ଧନ
ତୋ ସିଂହଦୁଆର ମୋ ପାଇଁରେ ଧନ
ଚାରି ଧାମ....
ତୁହିରେ ମୋ ଦାରୁବ୍ରହ୍ମ
ତୁହିରେ ମୋ ଦାରୁବ୍ରହ୍ମ
ତୁହିରେ ମୋ ଦାରୁବ୍ରହ୍ମ
ତୁହିରେ ମୋ ଦାରୁବ୍ରହ୍ମ



ଏଇ ଜୀବନ କେବେ କାଞ୍ଚନ
କେବେ ଶୂନ କେବେ ହଜାରେ
ସବୁ ପରା କର୍ମ ଫଳରେ
ହୋ..କେବେ ଦୁଃଖରେ କେବେ ସୁଖରେ
ଭଲ ମନ୍ଦ ଲାଗି ରହେ ରେ
ଖରା ସାଥେ ଛାଇ ଥାଏ ରେ
ତୋ ପାଟ ଅଗଣା ମୋ ପାଇଁରେ ଧନ
ତୋ ପାଟ ଅଗଣା ମୋ ପାଇଁରେ ଧନ
ଚାରି ଧାମ.....
ତୁହିରେ ମୋ ଦାରୁବ୍ରହ୍ମ
ତୁହିରେ ମୋ ଦାରୁବ୍ରହ୍ମ

ତୁ ମୋ ସର୍ବ ମଙ୍ଗଳ ସର୍ବ ନାମ
ତୁ ମୋ ସର୍ବ କୁଶଳ ସର୍ବ ଧର୍ମ
ତୋର ଶ୍ରୀମନ୍ଦିର ମୋ ପାଇଁରେ ଧନ
ତୋର ଶ୍ରୀମନ୍ଦିର ମୋ ପାଇଁରେ ଧନ
ଚାରି ଧାମ....
ତୁହିରେ ମୋ ଦାରୁବ୍ରହ୍ମ
ତୁହିରେ ମୋ ଦାରୁବ୍ରହ୍ମ
ତୁହିରେ ମୋ ଦାରୁବ୍ରହ୍ମ
ତୁହିରେ ମୋ ଦାରୁବ୍ରହ୍ମ

Tu Mo Sarba Mangala Odia Song Lyrics In Odia Language

Thank You

Comments