tu sina dekhu mate odia song lyrics in odia language

Odia Song Lyrics

ତୁ ସିନା ଦେଖୁ ମତେ ନିଦରେ ଶୋଉ ଶୋଉ

tu sina dekhu mate odia song lyrics in odia language


ପ୍ରିୟାରେ....ପ୍ରିୟାରେ ପ୍ରିୟାରେ ପ୍ରିୟାରେ
ପ୍ରିୟାରେ...ପ୍ରିୟାରେ ପ୍ରିୟାରେ ପ୍ରିୟାରେ


ତୁ ସିନା ଦେଖୁ ମତେ ନିଦରେ ଶୋଉ ଶୋଉ
ମୁ ପରା ଦେଖେ ତତେ ମୁ ପରା ଦେଖେ ତତେ
ସକାଳ ହଉ ହଉ ସକାଳ ହଉ ହଉ
ତୁ ସିନା ଖୋଜୁ ମତେ ବାଟରେ ଯାଉ ଯାଉ
ମୁ ପରା ଖୋଜେ ତତେ ମୁ ପରା ଖୋଜେ ତତେ
ସକାଳ ହଉ ହଉ ସକାଳ ହଉ ହଉ



ଶୋଇଲେ ଚେଇଁଲେ ତୁ ହସିଲେ କାନ୍ଦିଲେ ତୁ
ରାତିର ଅନ୍ଧାରେ ତୁ ସକାଳ ଖରାରେ ତୁ
ହୋ ଶୋଇଲେ ଚେଇଁଲେ ତୁ ହସିଲେ କାନ୍ଦିଲେ ତୁ
ରାତିର ଅନ୍ଧାରେ ତୁ ସକାଳ ଖରାରେ ତୁ
ତୋ କଥା ଭାବି ଦେଲେ ଆଖିରେ ଦିଶୁଚୁ ତୁ
ତୁ ସିନା ଡାକୁ ମତେ ଗୀତଟେ ଗାଉ ଗାଉ
ମୁ ପରା ଡାକେ ତତେ ମୁ ପରା ଡାକେ ତତେ
ସକାଳ ହଉ ହଉ ସକାଳ ହଉ ହଉ



ତୋ ପାଇଁ ହସୁଚି ମୁ ତୋ ପାଇଁ ଋଷୁଚି ମୁ
ତୋ ପାଇଁ ଚାଲୁଚି ମୁ ତୋ ପାଇଁ ଝୁଂଟୁଚି ମୁ
ତୋ ପାଇଁ ହସୁଚି ମୁ ତୋ ପାଇଁ ଋଷୁଚି ମୁ
ତୋ ପାଇଁ ଚାଲୁଚି ମୁ ତୋ ପାଇଁ ଝୁଂଟୁଚି ମୁ
ତୁ ନାହୁଁ କିଛି ନାହିଁ ଧୂଆଁ ଧୂଆଁ ଲାଗେ ମୁ
ତୁ ସିନା ଛୁଉଁ ମତେ ପବନ ବହୁ ବହୁ
ମୁ ପରା ଛୁଏଁ ତତେ ମୁ ପରା ଛୁଏଁ ତତେ
ସକାଳ ହଉ ହଉ ସକାଳ ହଉ ହଉ

ତୁ ସିନା ଦେଖୁ ମତେ ନିଦରେ ଶୋଉ ଶୋଉ
ମୁ ପରା ଦେଖେ ତତେ ମୁ ପରା ଦେଖେ ତତେ
ସକାଳ ହଉ ହଉ ସକାଳ ହଉ ହଉ
ପ୍ରିୟାରେ....ପ୍ରିୟାରେ ପ୍ରିୟାରେ ପ୍ରିୟାରେ
ପ୍ରିୟାରେ...ପ୍ରିୟାରେ ପ୍ରିୟାରେ ପ୍ରିୟାରେ
ପ୍ରିୟାରେ...ପ୍ରିୟାରେ

tu sina dekhu mate odia song lyrics in odia language


Thank You


Comments