tulasira mala kalia pain odia song lyrics in odia language

Odia Song Lyrics

ତୁଳସୀର ମାଳ କାଳିଆ ପାଇଁ
ବେଲ ପତରଟି ଶିବଙ୍କ ପାଇଁ

tulasira mala kalia pain odia song lyrics in odia language


ତୁଳସୀର ମାଳ କାଳିଆ ପାଇଁ
ବେଲ ପତରଟି ଶିବଙ୍କ ପାଇଁ
ତୁଳସୀର ମାଳ କାଳିଆ ପାଇଁ
ବେଲ ପତରଟି ଶିବଙ୍କ ପାଇଁ
ମନ୍ଦାର ମାଳଟି ତାରିଣୀ ପାଇଁ ଲୋ
ଅତି ଶରଧାରେ ଗୁନ୍ଥିଚି ମୁହିଁ
ଅତି ଶରଧାରେ ଗୁନ୍ଥିଚି ମୁହିଁ
ତୁଳସୀର ମାଳ କାଳିଆ ପାଇଁ
ବେଲ ପତରଟି ଶିବଙ୍କ ପାଇଁ
ତୁଳସୀର ମାଳ କାଳିଆ ପାଇଁ




ମନ୍ଦାର ପାଖୁଡା ନାଲିଆ ଓଠରେ
ହସେରେ ସୁନା ତାରିଣୀ
ମାଳରେ ଫୁଲରେ ପତର ଡାଳରେ
ଚମକେ ଘଟଗାଁ ମଣି
ମନ୍ଦାର ପାଖୁଡା ନାଲିଆ ଓଠରେ
ହସେରେ ସୁନା ତାରିଣୀ
ମାଳରେ ଫୁଲରେ ପତର ଡାଳରେ
ଚମକେ ଘଟଗାଁ ମଣି
ଶରଧା ଡୋରିରେ ମାଆ ଆଣିବ ଟାଣି
କୃପା ଝରଣାରୁ ଝରିବା ପାଇଁ
ଶରଧା ଡୋରିରେ ମାଆ ଆଣିବ ଟାଣି
କୃପା ଝରଣାରୁ ଝରିବା ପାଇଁ
ମମତାରେ ବନ୍ଧା ମୁହିଁ
ଅତି ଶରଧାରେ ଗୁନ୍ଥିଚି ମୁହିଁ
ଅତି ଶରଧାରେ ଗୁନ୍ଥିଚି ମୁହିଁ
ତୁଳସୀର ମାଳ କାଳିଆ ପାଇଁ
ବେଲ ପତରଟି ଶିବଙ୍କ ପାଇଁ
ତୁଳସୀର ମାଳ କାଳିଆ ପାଇଁ





ଦୂରରେ ପାଖରେ ଯୋଉଠି ଥିଲେବି
ଆସିବି ଘଟଗାଁ ପୁଣି
ଅଦେଖା ପଣତ କାନିରେ ଘୋଡେଇ
କୋଳେଇ ନବ ତାରିଣୀ
ଦୂରରେ ପାଖରେ ଯୋଉଠି ଥିଲେବି
ଆସିବି ଘଟଗାଁ ପୁଣି
ଅଦେଖା ପଣତ କାନିରେ ଘୋଡେଇ
କୋଳେଇ ନବ ତାରିଣୀ
ଜୀବ ଥିବା ଯାଏଁ ମାଆ ଗୁଣ ଲେଖିବି
ମାଆର ମହିମା ଗାଇ ଶୁଣଉଥିବି
ଜୀବ ଥିବା ଯାଏଁ ମାଆ ଗୁଣ ଲେଖିବି
ମାଆର ମହିମା ଗାଇ ଶୁଣଉଥିବି
ମାଆ ପରି କେହି ନାହିଁ
ଅତି ଶରଧାରେ ଗୁନ୍ଥିଚି ମୁହିଁ
ଅତି ଶରଧାରେ ଗୁନ୍ଥିଚି ମୁହିଁ
ତୁଳସୀର ମାଳ କାଳିଆ ପାଇଁ
ବେଲ ପତରଟି ଶିବଙ୍କ ପାଇଁ

ତୁଳସୀର ମାଳ କାଳିଆ ପାଇଁ
ବେଲ ପତରଟି ଶିବଙ୍କ ପାଇଁ
ମନ୍ଦାର ମାଳଟି ତାରିଣୀ ପାଇଁ ଲୋ
ଅତି ଶରଧାରେ ଗୁନ୍ଥିଚି ମୁହିଁ
ଅତି ଶରଧାରେ ଗୁନ୍ଥିଚି ମୁହିଁ
ତୁଳସୀର ମାଳ କାଳିଆ ପାଇଁ
ବେଲ ପତରଟି ଶିବଙ୍କ ପାଇଁ
ତୁଳସୀର ମାଳ କାଳିଆ ପାଇଁ
ବେଲ ପତରଟି ଶିବଙ୍କ ପାଇଁ

tulasira mala kalia pain odia song lyrics in odia language


Thank You


Comments