tuma nila nila akhi sundara odia song lyrics in odia language

Odia Song Lyrics

ତୁମ ନୀଳ ନୀଳ ଆଖି ସୁନ୍ଦର
ରାତିରେ ଚେଇଁବା ଛାଡି ଦିଅ

tuma nila nila akhi sundara odia song lyrics in odia language


Male
ତୁମ ନୀଳ ନୀଳ
ତୁମ ନୀଳ ନୀଳ ଆଖି ସୁନ୍ଦର
ରାତିରେ ଚେଇଁବା ଛାଡି ଦିଅ
ନୀଳ ନୟନା ଛାଡି ଦିଅ
ତୁମ ନୀଳ ନୀଳ ଆଖି ସୁନ୍ଦର
ତୁମ ନୀଳ ନୀଳ ଆଖି ସୁନ୍ଦର
ରାତିରେ ଚେଇଁବା ଛାଡି ଦିଅ
ନୀଳ ନୟନା ଛାଡି ଦିଅ
ମିଠା ମିଠା ନିଦେ ହୋ...
ମିଠା ମିଠା ନିଦେ ପାରିବ ଗୋ ଶୋଇ
ମୋ କଥା ଭାବିବା ଛାଡି ଦିଅ
ତୁମ ନୀଳ ନୀଳ ଆଖି ସୁନ୍ଦର
ତୁମ ନୀଳ ନୀଳ ଆଖି ସୁନ୍ଦର
ରାତିରେ ଚେଇଁବା ଛାଡି ଦିଅ
ଛାଡି ଦିଅ ଛାଡି ଦିଅ
ନୀଳ ନୟନା ଛାଡି ଦିଅ



ଓଠେ ମୋନାଲିସା ହସ ତୁମର
ସେ ହସ କରିଛି ମତେ ପାଗଳ
ଓ..ଓଠେ ମୋନାଲିସା ହସ ତୁମର
ସେ ହସ କରିଛି ମତେ ପାଗଳ
ଆଉ କିଏ କାଳେ ପାଗଳ ହୋଇବ
ଆଉ କିଏ କାଳେ ପାଗଳ ହୋଇବ
ତୁମେ କୁହ ମୋର କି ହବ
ତୁମ ଲାଜ ଲାଜ ହସ ସୁନ୍ଦର
ତୁମ ଲାଜ ଲାଜ ହସ ସୁନ୍ଦର
ସବୁଠି ହସିବା ଛାଡି ଦିଅ
ନୀଳ ନୟନା ଛାଡି ଦିଅ
ଛାଡି ଦିଅ ନୀଳ ନୟନା ଛାଡି ଦିଅ




ଶୁଣୁଛି ମୁ ତମେ ଭଲ ପାଉଛ
ଓଠ ଚାପି ତାର ନାଁ ଧରୁଛ
ହୋ..ଶୁଣୁଛି ମୁ ତମେ ଭଲ ପାଉଛ
ଓଠ ଚାପି ତାର ନାଁ ଧରୁଛ
ତୁମ କଥା ସତେ ତୁମେ ଏକା ଜାଣ
ତୁମ କଥା ସତେ ତୁମେ ଏକା ଜାଣ
ବଡ ମାୟାବୀ ତୁମରି ପ୍ରେମ
ତୁମ ଛନ ଛନ ମନ ସୁନ୍ଦର
ତୁମ ଛନ ଛନ ମନ ସୁନ୍ଦର
ଏମିତି ଛନ୍ଦିବା ଛାଡି ଦିଅ
ନୀଳ ନୟନା ଛାଡି ଦିଅ

ତୁମ ନୀଳ ନୀଳ
ତୁମ ନୀଳ ନୀଳ ଆଖି ସୁନ୍ଦର
ରାତିରେ ଚେଇଁବା ଛାଡି ଦିଅ
ନୀଳ ନୟନା ଛାଡି ଦିଅ
ତୁମ ନୀଳ ନୀଳ ଆଖି ସୁନ୍ଦର
ତୁମ ନୀଳ ନୀଳ ଆଖି ସୁନ୍ଦର
ରାତିରେ ଚେଇଁବା ଛାଡି ଦିଅ
ନୀଳ ନୟନା ଛାଡି ଦିଅ
ମିଠା ମିଠା ନିଦେ ହୋ...
ମିଠା ମିଠା ନିଦେ ପାରିବ ଗୋ ଶୋଇ
ମୋ କଥା ଭାବିବା ଛାଡି ଦିଅ
ତୁମ ନୀଳ ନୀଳ ଆଖି ସୁନ୍ଦର
ତୁମ ନୀଳ ନୀଳ ଆଖି ସୁନ୍ଦର
ରାତିରେ ଚେଇଁବା ଛାଡି ଦିଅ
ନୀଳ ନୟନା ଛାଡି ଦିଅ
ଛାଡି ଦିଅ ନୀଳ ନୟନା ଛାଡି ଦିଅ
ଛାଡି ଦିଅ ନୀଳ ନୟନା ଛାଡି ଦିଅ

tuma nila nila akhi sundara odia song lyrics in odia language


Thank You


Comments