halka tora mitha chhuanre odia song lyrics in odia language

Odia Song Lyrics

ହାଲକା ତୋର ମିଠା ଛୁଆଁରେ
ହଲଚଲ ହେଲି ମୁଁ ପ୍ରିୟାରେ

halka tora mitha chhuanre odia song lyrics in odia language


Male:-
ହାଲକା ତୋର ମିଠା ଛୁଆଁରେ
ହଲଚଲ ହେଲି ମୁଁ ପ୍ରିୟାରେ
ଗୁଣ ଗୁଣ ଗୁଣ ଗାଏ ନିଦ ଚୋରାଏ
ପାଉଁଜି ତୋ ଗୋରା ପାଦରେ ଓ..
ମୌଲା ମୌଲା ମେରେ ମୌଲା
ମେଘ ଥାଇ ଚାନ୍ଦ ଦିଶିଗଲା ହୋ ମୌଲା
ମୌଲା ମୌଲା ମେରେ ମୌଲା
ତତେ ମୋ ପାଇଁ କିଏ ଗଢିଲା




ସପନେ ପରୀଟେ ଦେଖିଲି
ଆଖିରେ ଲୁଚେଇ ରଖିଲି
ହଁ...ଭାବନା ରଙ୍ଗ ମୁଁ ବୋଳିଲି
ଛବିରେ ତାକୁ ମୁ ଆଙ୍କିଲି
ହାତ ଠାରି ସେ ଡାକିଲା ମତେ
ପାଗଳ ତା ପାଇଁ ହେଲିରେ ଓ..
ମୌଲା ମୌଲା ମେରେ ମୌଲା
ମେଘ ଥାଇ ଚାନ୍ଦ ଦିଶିଗଲା ହୋ ମୌଲା
ମୌଲା ମୌଲା ମେରେ ମୌଲା
ତତେ ମୋ ପାଇଁ କିଏ ଗଢିଲା





Female:-
ଅଚିନ୍ହା ଫୁଲଟେ ଥିଲି ରେ
ଏମିତି ମହକ ଦେଲୁ ରେ
ହଁ..ଲକ୍ଷେ କଦମ୍ବର ବାସ୍ନାରେ
ମହକି ଯାଉଛି ଏଥିରେ
ସତେ ଯେମିତି ଚୋରା ଚଇତି
ଛପି ଛପି ଛୁଇଁ ଦେଲାରେ ଓ..
Male:-
ମୌଲା ମୌଲା ମେରେ ମୌଲା
ମେଘ ଥାଇ ଚାନ୍ଦ ଦିଶିଗଲା ହୋ ମୌଲା
Female:-
ମୌଲା ମୌଲା ମେରେ ମୌଲା
ମତେ ତୋ ପାଇଁ ସେ ଗଢ଼ିଦେଲା

halka tora mitha chhuanre odia song lyrics in odia language



Thank You


Comments