kie dakiba mate au odia song lyrics in odia language

Odia Song Lyrics

କିଏ ଡ଼ାକିବ ମତେ ଆଉ ମୋ ଧନ ସୁନା
ସପନ ସବୁ ଭାଙ୍ଗିଗଲା ହେଲିରେ ଚୁନା

kie dakiba mate au odia song lyrics in odia language


କିଏ ଡ଼ାକିବ ମତେ ଆଉ ମୋ ଧନ ସୁନା
ସପନ ସବୁ ଭାଙ୍ଗିଗଲା ହେଲିରେ ଚୁନା
କିଏ ଡ଼ାକିବ ମତେ ଆଉ ମୋ ଧନ ସୁନା
ସପନ ସବୁ ଭାଙ୍ଗିଗଲା ହେଲିରେ ଚୁନା
ବିଶ୍ୱାସରେ ବିଷ ମୋର ଦେଇ ତୁ ଯାଆ ନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା





ଲୋଡ଼ା ନାହିଁ ରାଣୀ ସୁଖ ରାଜାର ଉଆସ
ଝାଟି ମାଟି କୁଡ଼ିଆରେ ତୋ ହାତ ପରଶ
ଲୋଡ଼ା ନାହିଁ ରାଣୀ ସୁଖ ରାଜାର ଉଆସ
ଝାଟି ମାଟି କୁଡ଼ିଆରେ ତୋ ହାତ ପରଶ
ମୋ ଅଭିଳାଷ ଆଜି କଲା ମତେ ଶେଷ
ଲୁହ ଦରିଆରେ ବୁଡି ଗଲା ମୋ ସର୍ବସ୍ବ
କହିଦବୁ ଯଦି କେବେ ମୁଁ ହୃଦୟ ହୀନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା





ଡେଉଁଚି ମୋ ବାଁ ଆଖି ଆସିବୁ ସତେ କି
ସବୁ ଦୋଷ କ୍ଷମା କରି ଡାକିବୁ ମତେ କି
ହଁ ଡେଉଁଚି ମୋ ବାଁ ଆଖି ଆସିବୁ ସତେ କି
ସବୁ ଦୋଷ କ୍ଷମା କରି ଡାକିବୁ ମତେ କି
ତୋବିନା ଏ ଜୀବନଟା ମରୁ ମରୀଚିକା
ତୋ ସୁଖ ଫେରେଇ ଦେଇ ଚାଲିଯିବି ଏକା
ଚାଲିଗଲେ ଚାଲିଯିବି କହିବୁନି ତୁ ଆ
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା


kie dakiba mate au mo dhana suna odia song lyrics in odia language


Thank You


Comments