sunyataku pachare jebe odia song lyrics in odia language

Odia Song Lyrics

ଶୂନ୍ୟତାକୁ ପଚାରେ ଯେବେ ମୁ କିଏ ତୁମର

sunyataku pachare jebe odia song lyrics in odia language


ଶୂନ୍ୟତାକୁ ପଚାରେ ଯେବେ ମୁ କିଏ ତୁମର
ପ୍ରତିଧ୍ୱନି କହେ ଯେ ମତେ ମୁ ଏକା ତୁମର

ଶୂନ୍ୟତାକୁ ପଚାରେ ଯେବେ ମୁ କିଏ ତୁମର
ପ୍ରତିଧ୍ୱନି କହେ ଯେ ମତେ ମୁ ଏକା ତୁମର
ଶୁଣ କି ନ ଶୁଣ ତୁମେ
ତଥାପି ମୁ ତୁମର ତଥାପି ମୁ ତୁମର
ଶୂନ୍ୟତାକୁ ପଚାରେ ଯେବେ ମୁ କିଏ ତୁମର
ପ୍ରତିଧ୍ୱନି କହେ ଯେ ମତେ ମୁ ଏକା ତୁମର




କାଗଜର ଦସ୍ତାବିଜ କଲା ମତେ ଅଲଗା
ତୁମ ଠାରୁ ଅଲଗା
ନା ମନରୁ ନା ସ୍ବପ୍ନରୁ କେହି ତୁମକୁ
ପାରିବେନି କରି ଅଲଗା
ପାରିବେନି କରି ଅଲଗା
ଶୂନ୍ୟତାକୁ ପଚାରେ ଯେବେ ମୁ କିଏ ତୁମର
ପ୍ରତିଧ୍ୱନି କହେ ଯେ ମତେ ମୁ ଏକା ତୁମର




ଯେତେ ସ୍ମୁତି ତୁମର ରଖିଚି ମୁ ସାଇତି
ଛାତି ତଳେ ସେମିତି
ନା ଭୁଲିଚି ନା ଭୁଲିବି କେବେ ତୁମକୁ
ହୃଦୟରେ ଅଛ ସେମିତି
ହୃଦୟରେ ଅଛ ସେମିତି
ଶୂନ୍ୟତାକୁ ପଚାରେ ଯେବେ ମୁ କିଏ ତୁମର
ପ୍ରତିଧ୍ୱନି କହେ ଯେ ମତେ ମୁ ଏକା ତୁମର
ଶୁଣ କି ନ ଶୁଣ ତୁମେ
ତଥାପି ମୁ ତୁମର ତଥାପି ମୁ ତୁମର

sunyataku pachare jebe odia song lyrics in odia language


Thank You

Comments