tate khali dekhibaku odia song lyrics in odia language

ODIA SONG LYRICS

ତତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ

tate khali dekhibaku odia song lyrics in odia language


Male:-
ତତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ
ସ୍ୱପ୍ନ ଚାହେଁ ତୋ ନିଦରେ କରିବାକୁ ହଜୁରି
ତତେ ଖାଲି ଦେଖିବାକୁ ଆଖି ମାଗେ ମଞ୍ଜୁରୀ
ସ୍ୱପ୍ନ ଚାହେଁ ତୋ ନିଦରେ କରିବାକୁ ହଜୁରି
ମନ ସାରା ମହକେ ତୋ ପ୍ରେମ କସ୍ତୁରୀ
Female:-
ସାନ ସାନା ସାନା ନା ନା ସାଏରୀ ତୁ
ସର ସର ସରଗମ ବାସୁରି
ସାନ ସାନା ସାନା ନା ନା ସାଏରୀ ତୁ
ସର ସର ସରଗମ ବାସୁରି




Male:-
ସୁରମୟୀ ଆଖି ତୋର କଲା କିନିଆ
ତୋ ପ୍ରେମରେ ପଡ଼ିଗଲି ଓ ପ୍ରିୟା
Female:-
ନହ୍ନା ମୁନ୍ନା ତୋ ହୃଦୟ ଏତେ ପାଗଳ
କିଣିନେଲା ମୋର ସଞ୍ଜ ସକାଳ
Male:-
ତତେ ଖାଲି ପ୍ରେମ ଟିକେ ମୁ ମାଗେ ଉଦ୍ଧାରି
ଋତୁପର୍ଣ୍ଣା ରାଣୀ ତୁ ଲୋ ମୋ ମନ ମୟୂରୀ
ଛୁଇଁ ଦେଲେ ପବନରେ ବାଜେ ମହୁରୀ
Female:-
ସାନ ସାନା ସାନା ନା ନା ସାଏରୀ ତୁ
ସର ସର ସରଗମ ବାସୁରି
ସାନ ସାନା ସାନା ନା ନା ସାଏରୀ ତୁ
ସର ସର ସରଗମ ବାସୁରି




Female:-
ଏମିତି ତୁ ରହିଗଲୁ ଆଖି ପଲକେ
ସାତ ରଙ୍ଗି ସମୟଟା ଅଟକେ
Male:-
ଓ..ସୁନାରଙ୍ଗୀ ତୋ ଚେହେରା ସୁନା ପାତିଆ
ଝଲସେଇ ଦେଲା ମୋର ଦୁନିଆ
Female:-
ଲାଗୁ କାଇଁ ମୋ ପାଇଁକି ତୁ ଏତେ ଜରୁରୀ
ରହିଯିବ ଜୀବନଟା ତୋ ବିନା ଅଧୁରୀ
ତୋ ପ୍ରେମରେ ମନ ମୋର ଯାଏ ପହଁରି
Male:-
ସାନ ସାନା ସାନା ନା ନା ସାଏରୀ ତୁ
ସର ସର ସରଗମ ବାସୁରି
Female:-
ସାନ ସାନା ସାନା ନା ନା ସାଏରୀ ତୁ
ସର ସର ସରଗମ ବାସୁରି
Male:-
ସାନ ସାନା ସାନା ନା ନା ସାଏରୀ ତୁ
ସର ସର ସରଗମ ବାସୁରି
Female:-
ସାନ ସାନା ସାନା ନା ନା

tate khali dekhibaku odia song lyrics in odia language


Thank You


Comments