tofa tofa to hasara suare odia song lyrics in odia language

Odia Song Lyrics

ତୋଫା ତୋଫା ତୋ ହସର ସୁଅରେ

ଭିଜି ଭିଜି ମୁଁ ଯାଉଚି ପ୍ରିୟାରେ

tofa tofa to hasara suare odia song lyrics in odia language


Male:-
ତୋଫା ତୋଫା ତୋ ହସର ସୁଅରେ
ଭିଜି ଭିଜି ମୁଁ ଯାଉଚି ପ୍ରିୟାରେ
ତୋଫା ତୋଫା ତୋ ହସର ସୁଅରେ
ଭିଜି ଭିଜି ମୁଁ ଯାଉଚି ପ୍ରିୟାରେ
ଜୀବନେ ମୋର ଯାଇଚି ଭରି
ତୋ ମିଠା ମହକ ଛୁଆଁ
ଓରେ ସାୱରିୟା ତୁ ଋତୁଟେ ନୂଆ
ଓରେ ସାୱରିୟା ତୁ ଫୁଲଟେ ନୂଆ
ତୋ ପାଇଁ ବଦଳିଲା ମୋ ଦୁନିଆ
ଓରେ ସାୱରୀୟ ତୁ ରାତି ମୋ ନୂଆ
ଓରେ ସାୱରିୟା ତୁ ଚଇତି ବାଆଁ 



Female:-
ହୋ..ଯେବେ ଠାରୁ ମତେ ଛୁଇଁଲା
ତୋ ପ୍ରେମ ପୁରବୀ
ହୋ ଯେବେ ଠାରୁ ମତେ ଛୁଇଁଲା
ତୋ ପ୍ରେମ ପୁରବୀ
ଓଠରେ ମୋ ତୋରି କଥା 
ଆଖିରେ ତୋ ଛବି
Male:-
ସପନେ ମୋର ଫାଲ୍ଗୁନୀ ସାଜି
ବୁଣିଲୁ ରଙ୍ଗ ଫରୁଆ
ଓରେ ସାୱରିୟା ତୁ ଗୀତଟେ ନୂଆ
ଓରେ ସାୱରିୟା ତୁ ମିତଟେ ନୂଆ
ଜଳାଏ ତୋ ପ୍ରେମର ମିଠା ନିଆଁ
ଓରେ ସାୱରିୟା ତୁ ସ୍ମୁତିର ଗାଆଁ
ଓରେ ସାୱରିୟା ତୁ ପ୍ରେମର ନାଆଁ



Male:-
ଉଁ..ଭାବୁଥିଲି ତୋରି କଥା ପତଳା ନିଦରେ
ହଁ ଭାବୁଥିଲି ତୋରି କଥା ପତଳା ନିଦରେ
ତୁ ଆସି ଭିଜେଇ ଦେଲୁ ମଲ୍ହାର ରାଗରେ
Female:-
ଇନ୍ଦ୍ରଧନୁର ସାତ ରଙ୍ଗରେ
ଏ ମନ କଲୁ କିନିଆ
Male:-
ଓରେ ସାୱରିୟା ତୁ ମେଘଟେ ନୂଆ
ଓରେ ସାୱରିୟା ତୁ ଦିଗଟେ ନୂଆ
ପାଗଳ ଏଇ ମନ ଅମାନିଆ
ଓରେ ସାୱରିୟା ତୁ ଚାନ୍ଦ ଉଦିଆ
ଓରେ ସାୱରିୟା ତୁ କାକର ଛୁଆଁ

tofa tofa to hasara suare odia song lyrics in odia language


Thank You


Comments