Tumari Naare Sakala Arambha Odia Song Lyrics In Odia Language

ODIA SONG LYRICS

ତୁମରି ନାଆଁ ରେ ସକାଳ ଆରମ୍ଭ
ତୁମରି ନାଆଁ ରେ ଦିନ ସରେ

Tumari Naan Re Sakala Arambha Odia Song Lyrics In Odia Language

ତୁମରି ନାଆଁ ରେ ସକାଳ ଆରମ୍ଭ
ତୁମରି ନାଆଁ ରେ ସକାଳ ଆରମ୍ଭ
ତୁମରି ନାଆଁ ରେ ଦିନ ସରେ
ଜୟ ଜଗଦିଶ ହରେ ହରେ
ଜୟ ଜଗଦିଶ ହରେ 
ତୁମରି ନାଆଁ ରେ ମଣିଷ ଜନମେ
ତୁମରି ନାଆଁ ରେ ମଣିଷ ଜନମେ
ତୁମରି ନାଆଁ ରେ ମଣିଷ ମରେ
ଜୟ ଜଗଦିଶ ହରେ
ହୋ ହୋ ଜୟ ଜଗଦିଶ ହରେ 


ତୁମରି ନଖରୁ ଗଙ୍ଗା ଝରେ ବୋଲି
ଗଙ୍ଗା ହେଲା ପୁଣ୍ୟବତୀ
ହୋ...ଗଙ୍ଗା ହେଲା ପୁଣ୍ୟବତୀ 
ତୁମରି ପାପକୁ ବୋଳି ହେଲା ବୋଲି
ସତୀ ହେଲା ବୃନ୍ଦାବତୀ
ହାଏ..ସତୀ ହେଲା ବୃନ୍ଦାବତୀ
ତୁମରି ନାଆଁ ରେ ମଲା ଗଛ ଡାଳେ
ତୁମରି ନାଆଁ ରେ ମଲା ଗଛ ଡାଳେ  
ପତର କଅଁଳେ ବଉଳ ଝରେ
ଜୟ ଜଗଦିଶ ହରେ
ହାଏ..ଜୟ ଜଗଦିଶ ହରେ 


ରାମଙ୍କୁ ଛାଡିଲେ ରାମାୟଣ କଥା
ଲାଗେ ନାହିଁ ଜମା ସତ
ହାଏ..ଲାଗେ ନାହିଁ ଜମା ସତ 
ତୁମକୁ ଛାଡିଲେ ଦୁନିଆ ଅନ୍ଧାର
ଅନ୍ଧାର ମୋ ଚଲାପଥ
ହାଏ..ଅନ୍ଧାର ମୋ ଚଲାପଥ
ତୁମରି ହାତର ପଞ୍ଚଜନ୍ୟ ଶଙ୍ଖ
ତୁମରି ହାତର ପଞ୍ଚଜନ୍ୟ ଶଙ୍ଖ
ବାଜିଲେ ସଂସାରୁ ଦୁଃଖ ସରେ 
ଜୟ ଜଗଦିଶ ହରେ
ହାଏ..ଜୟ ଜଗଦିଶ ହରେ 
ଜୟ ଜଗଦିଶ ହରେ
ହାଏ..ଜୟ ଜଗଦିଶ ହରେ

Tumari Naan Re Sakala Arambha Odia Song Lyrics In Odia Language

Thank You

Comments