Adha Gapa tu ( Sad ) Odia song Lyrics In Odia Language

Odia Song Lyrics

ଅଧା ଗପ ତୁ ଅଧା ଗପ ମୁଁ

adha gapa tu odia song lyrics in odia language


ପୁଅ
ଅଧା ଗପ ତୁ ଅଧା ଗପ ମୁଁ
ତୋ ବିନା ଆଉ କିଛି ଭାବେ ନାହିଁ ମୁଁ
ଝିଅ
ଅଧା ସ୍ବପ୍ନ ତୁ ଅଧା ସ୍ବପ୍ନ ମୁଁ
ତତେ ଛାଡି ସ୍ବପ୍ନ କେବେ ଦେଖି ନାହିଁ ମୁଁ
ପୁଅ
ଆଜି ଠାରୁ ସ୍ବପ୍ନ ମୋର ତୋରି ଆଖିରେ
ଝିଅ
ଆଜିଠାରୁ କଥା ମୋର ତୋରି ଓଠରେ
ପୁଅ
ତୁ ଯାହା କହିବୁ
ଝିଅ
ମୁଁ ସବୁ ଶୁଣିବି
ପୁଅ
ତୋ ଇଛା ରେ
ଝିଅ
ଆଜି ଠାରୁ ହାତ ମୋର ତୋରି ହାତରେ
ପୁଅ
ଆଜି ଠାରୁ ଚାଲିବି ମୁଁ ତୋରି ବାଟରେ


adha gapa tu adha gapa mu odia song lyrics in odia language







Thank You


Comments