Aji Mu Kahuchi Tate Odia Song Lyrics In Odia Font

ODIA SONG LYRICS

ଆଜି ମୁ କହୁଚି ତତେ କାଲି ବି କହିବି

Aji Mu Kahuchi Tate Odia Song Lyrics In Odia Language



ପୁଅ
ଆଜି ମୁ କହୁଚି ତତେ କାଲି ବି କହିବି
ଭଲ ମୁ ପାଉଚି ତତେ ଭଲ ମୁଁ ପାଇବି
ଝିଅ
ପାଗଳ ପାଗଳ ପାଗଳ
ତତେ ପ୍ରେମି କହିବି ନା ପାଗଳ
ପୁଅ
ପାଗଳ ହେଇଚି ଯଦି 
ପାଗଳ ହେଇଚି ଯଦି
ତୋରି ଲାଗି
ମୁଁ ତୋ ପ୍ରେମ ରୋଗୀ
ମୁଁ ତୋ ପ୍ରେମ ରୋଗୀ
ଝିଅ
ତୁ ମୋ ପ୍ରେମ ରୋଗୀ
ତୁ ମୋ ପ୍ରେମ ରୋଗୀ









ପୁଅ
ତୋ ପ୍ରେମ ରୋଗୀ ମୁ ସାଜିଲା ପରେ
ଚେଇଁଚି ଖାଲି ମୁଁ ଶୋଇନି ଥରେ
ଝିଅ
ଶୋଇଲେ ଉଠିଲେ ତତେ ମୁଁ ଝୁରି
ଭୁଲି ମୁଁ ପାରୁନି ତୋ ପ୍ରେମ ଥରେ
ପୁଅ
ଭୁଲିଚି ମୁଁ ଭୋକ ଶୋଷ
ଭୁଲିଚି ମୁଁ ଭୋକ ଶୋଷ
ତୋରି ଲାଗି...
ମୁଁ ତୋ ପ୍ରେମ ରୋଗୀ
ମୁଁ ତୋ ପ୍ରେମ ରୋଗୀ
ଝିଅ
ତୁ ମୋ ପ୍ରେମ ରୋଗୀ
ତୁ ମୋ ପ୍ରେମ ରୋଗୀ









ଝିଅ
ଯେ ଦିନୁ ହେଇଚି ଏ ରୋଗ ତତେ
ସେ ଦିନୁ ଡେଇଁଚି ସେ ରୋଗ ମତେ
ପୁଅ
ତୋ ପ୍ରେମ ରୋଗୀ ମୁଁ କହୁଚି ତତେ
ଲାଗୁଚି ଏ ରୋଗ ମାରିବ ମତେ
ଝିଅ
ମଲେ ମୁଁ ମରିବି ଦିନେ
ମଲେ ମୁଁ ମରିବି ଦିନେ
ତୋରି ଲାଗି...
ତୁ ମୋ ପ୍ରେମ ରୋଗୀ
ତୁ ମୋ ପ୍ରେମ ରୋଗୀ
ପୁଅ
ମୁଁ ତୋ ପ୍ରେମ ରୋଗୀ
ମୁଁ ତୋ ପ୍ରେମ ରୋଗୀ
ଝିଅ
ତୁ ମୋ ପ୍ରେମ ରୋଗୀ
ତୁ ମୋ ପ୍ରେମ ରୋଗୀ
ପୁଅ
ମୁଁ ତୋ ପ୍ରେମ ରୋଗୀ
ମୁଁ ତୋ ପ୍ରେମ ରୋଗୀ

Aji Mu Kahuchi Tate Odia Song Lyrics In Odia Font




Pua
Aji Mu Kahuchi Tate Kali Bi Kahibi
Bhala Mu Pauchi Tate Bhala Mun Paibi
Jhia
Pagala Pagala Pagala
Tate Premi Kahibi Na Pagala
Pua
Pagala Heichi Jadi
Pagala Heichi Jadi
Tori Lagi
Mun To Prema Rogi
Mun To Prema Rogi
Jhia
Tu Mo Prema Rogi
Tu Mo Prema Rogi
Pua
To Prema Rogi Mu Sajila Pare
Cheinchi Khali Mun Soini Thare
Jhia
Soile Uthile Tate Mun Jhuri
Bhuli Mun Paruni To Prema Thare
Pua
Bhulichi Mun Bhoka Sosa
Bhulichi Mun Bhoka Sosa
Tori Lagi
Mun To Prema Rogi
Mun To Prema Rogi
Jhia
Tu Mo Prema Rogi
Tu Mo Prema Rogi
Jhia
Je Dinu Heichi A Roga Tate
Se Dinu Deinchi Se Roga Mate
Pua
To Prema Rogi Mun Kahuchi Tate
Laguchi A Roga Mariba Mate
Jhia
Male Mun Maribi Dine
Male Mun Maribi Dine
Tori Lagi
Tu Mo Prema Rogi
Tu Mo Prema Rogi
Pua
Mun To Prema Rogi
Mun To Prema Rogi
Jhia
Tu Mo Prema Rogi
Tu Mo Prema Rogi
Pua
Mun To Prema Rogi
Mun To Prema Rogi





Thank You

Comments