Batabana Hela Mo Prema Odia Song Lyrics In Odia Font

ODIA SONG LYRICS

ତୋ କଥା ମୁଁ ମାନିନିଏ ସବୁ

ରାତିକୁ କହିଲେ ଦିନ

Batabana Hela Mo Prema Odia Song Lyrics In Odia Language


ଉଁ......... ଉଁ.........
ତୋ କଥା ମୁଁ ମାନିନିଏ ସବୁ
ରାତିକୁ କହିଲେ ଦିନ
ଏ କଥା ବି ମାନିଲି ସହଜେ
ସୂର୍ଯ୍ୟକୁ କହିଲୁ ଜହ୍ନ
କେମିତି ମାନିବି ଏଇ କଥା ତୋର
କେମିତି ମାନିବି ଏଇ କଥା ତୋର
ନାହିଁ ତୋର ମୋ ପାଇଁ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ



ରାତି ମୋର କଟିଯାଏ
ତୋ ସପନ ବାଟ ଦେଇ
ମେଘ ହେଇ ବରଷିଲୁ
ମୋ ପଲକ ଫାଙ୍କ ଦେଇ
ରାତି ମୋର କଟିଯାଏ
ତୋ ସପନ ବାଟ ଦେଇ
ମେଘ ହେଇ ବରଷିଲୁ
ମୋ ପଲକ ଫାଙ୍କ ଦେଇ
ଛାତିରେ ସାଇତା ସବୁ ସ୍ମୃତି ତୋର
ଛାତିରେ ସାଇତା ସବୁ ସ୍ମୃତି ତୋର
ହବ ନାହିଁ କେବେ ବି ଶୂନ୍ୟ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ



ଚାଲୁଥିଲୁ ସାଥେ ସାଥେ
ଛାଇଟିଏ ମୋର ହେଇ
ତୁ ଗଲା ପରେ ପରେ
ରହିଚି ତୋ ବାଟ ଚାହିଁ
ହେ...ଚାଲୁଥିଲୁ ସାଥେ ସାଥେ
ଛାଇଟିଏ ମୋର ହେଇ
ତୁ ଗଲା ପରେ ପରେ
ରହିଚି ତୋ ବାଟ ଚାହିଁ
ଆଜି ବି ବିଶ୍ୱାସ ଅଛି ଦିନେ ତୋର
ଆଜି ବି ବିଶ୍ୱାସ ଅଛି ଦିନେ ତୋର
ବରଷିବ ମୋ ପାଇଁ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ


Batabana Hela Mo Prema Odia Song Lyrics In Odia Font


Thank You


Comments