Bayasara Ranga Lagichi Odia Song Lyrics In Odia Font

ODIA SONG LYRICS

ବୟସର ରଙ୍ଗ ଲାଗିଚି
ଗୋରି ତତେ ଲାଜ ଛୁଇଁଚି

Bayasara Ranga Lagichi Odia Song Lyrics In Odia Language


ପୁଅ
ବୟସର ରଙ୍ଗ ଲାଗିଚି
ଗୋରି ତତେ ଲାଜ ଛୁଇଁଚି
ହାଁ ବୟସର ରଙ୍ଗ ଲାଗିଚି
ଗୋରି ତତେ ଲାଜ ଛୁଇଁଚି
ତୋ ଓଠରେ ତୋ ମନରେ
ତୋ ଦେହରେ ଗୋରା ଗାଲରେ
କିଏ ଅଭିର ବୋଳି ଦେଇଚି
ନାଲି ନାଲି...
ନାଲି ନାଲି ସବୁ ଦିଶୁଚି
ଗୋରି ତତେ ପ୍ରେମ ହେଇଚି
ହଁ ବୟସର ରଙ୍ଗ ଲାଗିଚି
ଗୋରି ତତେ ଲାଜ ଛୁଇଁଚି







ଝିଅ
ଦୂରେ ଦୂରେ ରୁହ ଟିକେ
ଦେଖ ପାଖକୁ ଅସନା
ମନକୁ ସମ୍ଭାଳି ରଖ
ଅମାନିଆ ହୁଅନା
ପୁଅ
ଭୁଲା ଭୁଲା ମନ ଭୁଲା
ତୋର ଗୋଲାପୀ ଚେହେରା
ପାଖକୁ ସେ ଡାକେ ମତେ
ଦେଇ ଆଖି ଇସାରା
ଝିଅ
ସଞ୍ଜ ସକାଳେ ଜହ୍ନ ରାତିରେ
ସବୁ ତିଥିରେ ଖୋଲା ଆଖିରେ
ମୁ ଯେ ସପନ ଖାଲି ଦେଖୁଚି
ପୁଅ
ନାଲି ନାଲି
ନାଲି ନାଲି ସବୁ ଦିଶୁଚି
ଗୋରି ତତେ ପ୍ରେମ ହେଇଚି
ହଁ ବୟସର ରଙ୍ଗ ଲାଗିଚି
ଗୋରି ତତେ ଲାଜ ଛୁଇଁଚି







ପୁଅ
ଗଲା ଗଲା ଲାଗି ଗଲା
ହାଏ କାହାର ନଜର
ଶୋଷ ଅଛି ଓଠରେ ମୋ
ପାଖେ ଥାଇ ସାଗର
ଝିଅ
ହେଲା ହେଲା ହେଇ ଗଲା
ଦେଖ ସବୁଠି ଖବର
ପ୍ରେମ କରି ପୁଅଟିଏ
ହେଇ ଗଲା ପାଗଳ
ପୁଅ
ନାଲି ଅଳତା ନାଲି ଓଢଣା
ମଥା ସିନ୍ଦୁର ସୁନା ଗହଣା
ଲାଗେ ଚଉଠି ରାତି ଆସିଚି
ନାଲି ନାଲି
ନାଲି ନାଲି ସବୁ ଦିଶୁଚି
ଗୋରି ତତେ ପ୍ରେମ ହେଇଚି
ହଁ ବୟସର ରଙ୍ଗ ଲାଗିଚି
ଗୋରି ତତେ ଲାଜ ଛୁଇଁଚି
ତୋ ଓଠରେ ତୋ ମନରେ
ତୋ ଦେହରେ ଗୋରା ଗାଲରେ
କିଏ ଅଭିର ବୋଳି ଦେଇଚି
ନାଲି ନାଲି
ନାଲି ନାଲି ସବୁ ଦିଶୁଚି
ଗୋରି ତତେ ପ୍ରେମ ହେଇଚି
ଝିଅ
ହଁ ମତେ ପ୍ରେମ ହେଇଚି
ପୁଅ
ଗୋରି ତତେ ପ୍ରେମ ହେଇଚି
ଝିଅ
ହଁ ମତେ ପ୍ରେମ ହେଇଚି

Bayasara Ranga Lagichi Odia Song Lyrics In English Font



Male
Bayasara Ranga Lagichi
Gori Tate Laja Chhuinchi
Ha Bayasara Ranga Lagichi
Gori Tate Laja Chhuinchi
To Othare To Manare
To Dehare Gora Galare
Kia Abhira Boli Deichi
Nali Nali
Nali Nali Sabu Disuchi
Gori Tate Prema Heichi
Ha Bayasara Ranga Lagichhi
Gori Tate Laja Chinchi
Female
Dure Dure Ruha Tike
Dekha Pakhaku Asana
Manaku Sambhali Rakha
Amania Huana
Male
Bhula Bhula Mana Bhula
Tora Golapi Chehera
Pakhaku Se Dake Mate
Dei Akhi Isara
Female
Sanja Sakale Jahna Ratire
Sabu Tithire Khola Akhire
Mu Je Sapana Khali Dekhuchi
Male
Nali Nali
Nali Nali Sabu Disuchi
Gori Tate Prema Heichi
Ha Bayasara Ranga Lagichhi
Gori Tate Laja Chinchi
Male
Gala Gala Lagi Gala
Hay Kahara Najara
Sosa Achi Othare Mo
Pakhe Thai Sagara
Female
Hela Hela Hei Gala
Dekha Sabuthi Khabara
Prema Kari Puatia
Hei Gala Pagala
Male
Nali Alata Nali Odhani
Matha Sindura Suna Gahana
Lage Chauthi Rati Asichi
Nali Nali
Nali Nali Sabu Disuchi
Gori Tate Prema Heichi
Ha Bayasara Ranga Lagichhi
Gori Tate Laja Chinchi
To Othare To Manare
To Dehare Gora Galare
Kia Abhira Boli Deichi
Nali Nali
Nali Nali Sabu Disuchi
Gori Tate Prema Heichi
Female
Ha Mate Prema Heichi
Male
Gori Tate Prema Heichi
Female
Ha Mate Prema Heichi


Thank You

Comments