Bhala Dine Paithili Odia Song Lyrics In Odia Font

ODIA SONG LYRICS

ଭଲ ଦିନେ ପାଇଥିଲି ଖୁସିରେ ଥିଲି

Bhala Dine Paithili Khusire Thili Odia Song Lyrics In Odia Language



ଭଲ ଦିନେ ପାଇଥିଲି ଖୁସିରେ ଥିଲି
ଆଜି ପ୍ରେମକୁ ତ ଡରୁଚି
ଭଲ ଦିନେ ପାଇଥିଲି ଖୁସିରେ ଥିଲି
ଆଜି ପ୍ରେମକୁ ତ ଡରୁଚି
ହସୁଚି ମୋ ପ୍ରିୟା ଆଜି
ମୁଁ ଯେ ନୀରବେ କାନ୍ଦୁଚି
ହସୁଚି ମୋ ପ୍ରିୟା ଆଜି
ମୁଁ ଯେ ନୀରବେ କାନ୍ଦୁଚି
ଛଳନାରେ ଦେଲୁ ତୁ ଧୋକା
ହୋ ଛଳନାରେ ଦେଲୁ ତୁ ଧୋକା
କେମିତି ତୁ ପ୍ରେମିକା
କେମିତି ତୁ ପ୍ରେମିକା
କେମିତି ତୁ ପ୍ରେମିକା
କେମିତି ତୁ ପ୍ରେମିକା










ମୋ ଦୁନିଆରେ କେତେ ଭଲରେ ଥିଲି
ଏକା ଏକା ଥିଲି ସପନରେ ଭିଜୁଥିଲି
ହଁ ମିଠା ଚାହାଣିରେ ଚାହିଁଦେଲୁ ତୁ ଯେବେ
ତୋ ପାଇଁ ପାଗଳ ମୁଁ ସାଜିଲି ଏବେ
ପ୍ରଥମ ତୁ ମୋ ଆରମ୍ଭ ତୁ
ପ୍ରେମ ନିଆଁରେ ଆଜି ଜଳୁଚି
ପ୍ରଥମ ତୁ ମୋ ଆରମ୍ଭ ତୁ
ପ୍ରେମ ନିଆଁରେ ଆଜି ଜଳୁଚି
ହସୁଚି ମୋ ପ୍ରିୟା ଆଜି
ମୁଁ ଯେ ନୀରବେ କାନ୍ଦୁଚି
ହସୁଚି ମୋ ପ୍ରିୟା ଆଜି
ମୁଁ ଯେ ନୀରବେ କାନ୍ଦୁଚି
ଛଳନାରେ ଦେଲୁ ତୁ ଧୋକା
ହୋ ଛଳନାରେ ଦେଲୁ ତୁ ଧୋକା
କେମିତି ତୁ ପ୍ରେମିକା
କେମିତି ତୁ ପ୍ରେମିକା
କେମିତି ତୁ ପ୍ରେମିକା
କେମିତି ତୁ ପ୍ରେମିକା








ଶୁନଶାନ ଆଜି ମୋ ପାଇଁ ପୃଥିବୀ
କେମିତି ବଞ୍ଚିବି କହ ତୋ ବିନା ସାଥି
ହୋ ଯେଉଁଠିବି ଥାଆ ତୁ ଖୁସିରେ ଥାଆ
ମୋ ଭଲ ପାଇବାକୁ ମନେ ରଖିଥା
ହୃଦୟ ତୁ ମୋ ସ୍ପନ୍ଦନ ତୁ
ଶେଷ ନିଶ୍ୱାସ ଥିଵା ଯାଏ ଭଲ ପାଇବି
ହୃଦୟ ତୁ ମୋ ସ୍ପନ୍ଦନ ତୁ
ଶେଷ ନିଶ୍ୱାସ ଥିବା ଯାଏ ଭଲ ପାଇବି
ହସୁଚି ମୋ ପ୍ରିୟା ଆଜି
ମୁଁ ଯେ ନୀରବେ କାନ୍ଦୁଚି
ହସୁଚି ମୋ ପ୍ରିୟା ଆଜି
ମୁଁ ଯେ ନୀରବେ କାନ୍ଦୁଚି
ଛଳନାରେ ଦେଲୁ ତୁ ଧୋକା
ହୋ ଛଳନାରେ ଦେଲୁ ତୁ ଧୋକା
କେମିତି ତୁ ପ୍ରେମିକା
କେମିତି ତୁ ପ୍ରେମିକା
କେମିତି ତୁ ପ୍ରେମିକା
କେମିତି ତୁ ପ୍ରେମିକା

Bhala Dine Paithili Khusire Thili Odia Song Lyrics In Odia Font









Thank You


Comments