bhijei deija thare odia song lyrics in odia language

ODIA SONG LYRICS

ଭିଜେଇ ଦେଇଯା ଥରେ
ପ୍ରିୟା ତୋ ପ୍ରେମ ବର୍ଷାରେ

bhijei deija thare odia song lyrics in odia language


ପୁଅ
ଭିଜେଇ ଦେଇଯା ଥରେ
ପ୍ରିୟା ତୋ ପ୍ରେମ ବର୍ଷାରେ
ଅଜି ଏ ସାରା ଦୁନିଆ
ଜଳିଲେ ଜଳୁ ଇର୍ଷାରେ 
ଝିଅ
ଭିଜେଇ ଦେଇଯା ଥରେ
ସାଥି ତୋ ପ୍ରେମ ବର୍ଷାରେ
ଅଜି ଏ ସାରା ଦୁନିଆ
ଜଳିଲେ ଜଳୁ ଇର୍ଷାରେ
ପୁଅ
ତତେ ଚାହିଁ ଶୋଇ ନାହିଁ
ମୁଁ କାଲି ରାତିରେ
ହୋ ତତେ ଚାହିଁ ଶୋଇ ନାହିଁ
ମୁଁ କାଲି ରାତିରେ
ଥା ପଛେ ଯେତେ ଦୂରେ
ଆ ଥରେ ଆ ଥରେ
ଝିଅ
ଥା ପଛେ ଯେତେ ଦୂରେ
ଆ ଥରେ ଆ ଥରେ
ପୁଅ
ଭିଜେଇ ଦେଇଯା ଥରେ
ପ୍ରିୟା ତୋ ପ୍ରେମ ବର୍ଷାରେ
ଝିଅ
ଅଜି ଏ ସାରା ଦୁନିଆ
ଜଳିଲେ ଜଳୁ ଇର୍ଷାରେ





ପୁଅ
ତୁ ନାହୁଁ ସବୁ ତ ଅଧା
ବହୁ ଦିନୁ ହେଇନି ଓଦା
ଦରମରା ମୁଁ ତୋ ବିନା
ଝିଅ
ମନ ମୋର ଶୁଖିଲା ମାଟି
ଛିଟା ତୋର ଦେଇଯା ଛାଟି
କରୁ କାଇଁ ତୁ ବାହାନା
ପୁଅ
ଏକା ଏକା ଲାଗେ ଏକା
ତୋ ବିନା ସାଥିରେ
ହୋ ଏକା ଏକା ଲାଗେ ଏକା
ତୋ ବିନା ସାଥିରେ
ଥା ପଛେ ଯେତେ ଦୂରେ
ଆ ଥରେ ଆ ଥରେ
ଝିଅ
ଥା ପଛେ ଯେତେ ଦୂରେ
ଆ ଥରେ ଆ ଥରେ
ପୁଅ
ଭିଜେଇ ଦେଇଯା ଥରେ
ପ୍ରିୟା ତୋ ପ୍ରେମ ବର୍ଷାରେ
ଝିଅ
ଅଜି ଏ ସାରା ଦୁନିଆ
ଜଳିଲେ ଜଳୁ ଇର୍ଷାରେ




ଝିଅ
ତୁ ଥରେ ଆସିବୁ ବୋଲି
ମତେ ଆସି ଡାକିବୁ ବୋଲି
ଖୋଲା ଅଛି ମୋ ଝରକା
ପୁଅ
କହେ ଆସି ଶ୍ରାବଣ ଋତୁ
ମନେ କାଇଁ ରଖିଛୁ କିନ୍ତୁ
ମତେ ବାଧେରେ ଅଧିକା
ଝିଅ
ତୋ ଚେହେରା ନାଚେ ପରା
ମୋ ଦୁଇ ଆଖିରେ
ହୋ ତୋ ଚେହେରା ନାଚେ ପରା
ମୋ ଦୁଇ ଆଖିରେ
ଥା ପଛେ ଯେତେ ଦୂରେ
ଆ ଥରେ ଆ ଥରେ
ପୁଅ
ଥା ପଛେ ଯେତେ ଦୂରେ
ଆ ଥରେ ଆ ଥରେ
ଝିଅ
ଭିଜେଇ ଦେଇଯା ଥରେ
ସାଥି ତୋ ପ୍ରେମ ବର୍ଷାରେ
ପୁଅ-ଓ-ଝିଅ
ଅଜି ଏ ସାରା ଦୁନିଆ
ଜଳିଲେ ଜଳୁ ଇର୍ଷାରେ


bhijei deija thare odia song lyrics in odia language








Thank You


Comments