bujhena bujhena prabhu odia song lyrics in odia language

ODIA SONG LYRICS

ବୁଝେନା ବୁଝେନା ପ୍ରଭୁ
ମନ ମୋ ବୁଝେନା ମନ ମୋ ବୁଝେନା

Bujhena Bujhena Prabhu Odia Song Lyrics In Odia Language

ବୁଝେନା ବୁଝେନା ପ୍ରଭୁ
ମନ ମୋ ବୁଝେନା ମନ ମୋ ବୁଝେନା 
ବୁଝେନା ବୁଝେନା ପ୍ରଭୁ
ମନ ମୋ ବୁଝେନା ମନ ମୋ ବୁଝେନା
ତୁମ ପ୍ରତି ଥିବା ମୋର ସବୁ ଆଶା 
ତୁମ ପ୍ରତି ଥିବା ମୋର ସବୁ ଆଶା
ଏ ଜନ୍ମରେ ତୁଟି ଯିବା ନାହିଁ ସମ୍ଭାବନା...
ବୁଝେନା ବୁଝେନା ପ୍ରଭୁ
ମନ ମୋ ବୁଝେନା ମନ ମୋ ବୁଝେନା



ସୁଖ ଦିଅ ମନା ନାହିଁ
କରିବନି ମତେ ବାଟ ବଣା
ଲୁହ ଦେଲେ ବାଧିବନି
ମନ ବୁଝେ ନାହିଁ ତୁମ ବିନା
ସୁଖ ଦିଅ ମନା ନାହିଁ
କରିବନି ମତେ ବାଟ ବଣା
ଲୁହ ଦେଲେ ବାଧିବନି
ମନ ବୁଝେ ନାହିଁ ତୁମ ବିନା
ତୁମେ ପ୍ରଭୁ ଧନ୍ୟ ମୁ ଯେ ଦିନ ହୀନ
ତୁମେ ପ୍ରଭୁ ଧନ୍ୟ ମୁ ଯେ ଦିନ ହୀନ
ଜନମ ଜନମ କରୁଥାଅ ଆନମନା...
ବୁଝେନା ବୁଝେନା ପ୍ରଭୁ
ମନ ମୋ ବୁଝେନା ମନ ମୋ ବୁଝେନା



କୋଉଦିନ ତୁମ ପାଖେ
କରିନାହିଁ ଯାଇ ଅଭିଯୋଗ
ତୁମକୁ ମୁଁ ଦେଖୁଥିବି
ମିଳୁ ମତେ ଏହି ସୋଉଭାଗ୍ୟ
କୋଉଦିନ ତୁମ ପାଖେ
କରିନାହିଁ ଯାଇ ଅଭିଯୋଗ
ତୁମକୁ ମୁଁ ଦେଖୁଥିବି
ମିଳୁ ମତେ ଏହି ସୋଉଭାଗ୍ୟ
ତୁମେ ଜଗନ୍ନାଥ ମୁଁ ନିମିତ୍ତ ମାତ୍ର 
ତୁମେ ଜଗନ୍ନାଥ ମୁଁ ନିମିତ୍ତ ମାତ୍ର
ତୁମେ ଥିଲେ ମୋର ଲୋଡ଼ା ନାହିଁ ଟଙ୍କା ସୁନା..
ବୁଝେନା ବୁଝେନା ପ୍ରଭୁ
ମନ ମୋ ବୁଝେନା ମନ ମୋ ବୁଝେନା
ବୁଝେନା ବୁଝେନା ପ୍ରଭୁ
ମନ ମୋ ବୁଝେନା ମନ ମୋ ବୁଝେନା
ମନ ମୋ ବୁଝେନା ମନ ମୋ ବୁଝେନା

Bujhena Bujhena Prabhu Odia Song Lyrics In Odia Language

Thank You

Comments