chaka akhi ahe chaka akhi odia song lyrics in odia language

ODIA SONG LYRICS

ମୋ ଜୀବନ ମୋ ସଂସାର
ତୁମରି ନାମେ ଦେଲି ହେ ବିକି

Chaka Akhi Ahe Chaka Akhi Odia Song Lyrics In Odia Language

ମୋ ଜୀବନ ମୋ ସଂସାର
ତୁମରି ନାମେ ଦେଲି ହେ ବିକି
ଭରଷା ଦବ ହେ ପ୍ରଭୁ
ଚଲା ବାଟରେ ଗଲେ ମୁଁ ଥକି
କ୍ଷମା ଦବ କ୍ଷମାନିଧି
କ୍ଷମା ଦବ କ୍ଷମାନିଧି
ମୋର କିଛି ଥିଲେ ତ୍ରୁଟି
ଚକାଆଖି ଆହେ ଚକାଆଖି
ଚକାଆଖି ଆହେ ଚକାଆଖି
ଚକାଆଖି ଆହେ ଚକାଆଖି
ଚକାଆଖି ଆହେ ଚକାଆଖି



ବିପଦ ବେଳରେ ପାଖେ ଥାଏ ଯିଏ
ପ୍ରକୃତ ବନ୍ଧୁଟି ଦୁନିଆରେ ସିଏ
ହାଁ ସେମିତିକା ବନ୍ଧୁ ତୁମ ଛଡା କିଏ
ନେଇଯିବ ଶୂନ ଦେଇଯିବ ଶହେ
ମୋ ଭାଗ୍ୟର ଭାଗଫଳ
ମୋ ଭାଗ୍ୟର ଭାଗଫଳ
ତୁମ ନାମେ ଦେଲି ଲେଖି
ଚକାଆଖି ଆହେ ଚକାଆଖି
ଚକାଆଖି ଆହେ ଚକାଆଖି
ଚକାଆଖି ଆହେ ଚକାଆଖି
ଚକାଆଖି ଆହେ ଚକାଆଖି



ଜୀବନ ଏମିତି ଅଙ୍କା ବଙ୍କା ବାଟ
ସବୁ ଦିନ ହୁଏ ଦୁଃଖ ସଙ୍ଗେ ଭେଟ
ହୋ..ତଥାପି ଚାଲିଚି ହଉ ଯେତେ କଷ୍ଟ
ସବୁ ତୁମ ଲୀଳା ସବୁ ତୁମ ନାଟ
ନାଟକର ସବୁ ଅଙ୍କ 
ନାଟକର ସବୁ ଅଙ୍କ
ତମେ ପରା ଅଛ ଲେଖି
ଚକାଆଖି ଆହେ ଚକାଆଖି
ଚକାଆଖି ଆହେ ଚକାଆଖି
ଚକାଆଖି ଆହେ ଚକାଆଖି
ଚକାଆଖି ଆହେ ଚକାଆଖି

ମୋ ଜୀବନ ମୋ ସଂସାର
ତୁମରି ନାମେ ଦେଲି ହେ ବିକି
ଭରଷା ଦବ ହେ ପ୍ରଭୁ
ଚଲା ବାଟରେ ଗଲେ ମୁଁ ଥକି
କ୍ଷମା ଦବ କ୍ଷମାନିଧି
କ୍ଷମା ଦବ କ୍ଷମାନିଧି
ମୋର କିଛି ଥିଲେ ତ୍ରୁଟି
ଚକାଆଖି ଆହେ ଚକାଆଖି
ଚକାଆଖି ଆହେ ଚକାଆଖି
ଚକାଆଖି ଆହେ ଚକାଆଖି
ଚକାଆଖି ଆହେ ଚକାଆଖି
ଚକାଆଖି ଚକାଆଖି
ଚକାଆଖି ଆହେ ଚକାଆଖି

Chaka Akhi Ahe Chaka Akhi Odia Song Lyrics In Odia Language

Thank You

Comments