Chhati Chiridele Tu Odia Song Lyrics In Odia Font

ODIA SONG LYRICS

ତୁ ଡାକିଲୁ ଆରେ ମୁଁ ଡାକିଲି ଆ

Chhati Chiridele Tu Odia Song Lyrics In Odia Language



ପୁଅ
ହେ ହେ ହେ ହେ ହେ ହୋ ହୋ ହୋ ହୋ
ଝିଅ
ଆହା ହା ହା ହା ଆ ଆହା ହା ହା
ପୁଅ
ତୁ ଡାକିଲୁ ଆରେ ମୁଁ ଡାକିଲି ଆ
ମୋ ଆଖିରେ ଥାଆରେ ମୋ ଛାତିରେ ଥା
ଝିଅ
ତୁ କହିଲୁ ମନ ଦେ ମୁଁ କହିଲି ମତେ ନେ
ପୁଅ
ତୁ କହିଲୁ ଧରା ଦେ ମୁଁ କହିଲି ଧରି ନେ
ଏମିତିକା ଧରା ଦେଲୁ ଖସିବାର ନାହିଁ ଜୁ...
ଝିଅ
ଛାତି ଚିରି ଦେଲେ ତୁ
ଛାତି ଚିରି ଦେଲେ ତୁ
ପୁଅ
ଛାତି ଚିରି ଦେଲେ ତୁ
ଛାତି ଚିରି ଦେଲେ ତୁ





ଝିଅ
ତୁ ସୁନାର ପାହାଡ ମୁଁ ସୁନେଲି ଝରଣା
ତୋ ଗପ ମୋ ଗଜରା
ତୋ ଗୀତ ମୋ ଗହଣା
ପୁଅ
ହେ ହେ ହେ ହେ ହୁଁ ହୁଁ ହୁଁ
ମୁଁ ବାହୁଡା଼ ଚଢେଇ ତୁ ବାଟର ଠିକଣା
ଏ ଦୁନିଆ ଅଚିନ୍ହା ତୁ ଏକା ମୋ ଆପଣା
ଝିଅ
ତୁ କହିଲୁ ଦେରେ ମୁଁ କହିଲି ନେ
ମୋ ଓଠରେ ଧାରେ ତୋ ହସ ବୋଳି ଦେ
ପୁଅ
ହାଏ ତୁ କହିଲୁ ତାରା ଦେ ମୁଁ କହିଲି ଜହ୍ନ ନେ
ଝିଅ
ତୁ କହିଲୁ କଥା ଦେ ମୁଁ କହିଲି ରାଣ ନେ
ଏମିତିକା ରାଣ ଦେଲୁ ଖସିପାରୁ ନାହିଁ ମୁଁ
ପୁଅ
ଛାତି ଚିରି ଦେଲେ ତୁ
ଛାତି ଚିରି ଦେଲେ ତୁ
ଝିଅ
ଛାତି ଚିରି ଦେଲେ ତୁ
ଛାତି ଚିରି ଦେଲେ ତୁ




ପୁଅ
ତୁ ଏମିତି ବରଷା ମୁଁ ଏମିତି ଜାତକ
ତୋ ସାଥିରେ ମିଶିଚି ମୋ ଭାଗ୍ୟ ମୋ ଜାତକ
ଝିଅ
ଏ ଆକାଶ ଯେବେ ରେ ଏ ମାଟିରେ ଲୋଟିବ
ଏ ଅତୁଟ ବନ୍ଧନ ତୁଟିଲେ ତୁଟିବ
ପୁଅ 
ତୁ କହିଲୁ ଥାଆରେ ମୁଁ କହିଲି ଥା
ମୋ ମନରେ ତୋ ନାଁ ତୋ ମନରେ ମୋ ନାଁ
ଝିଅ
ତୁ କାତ ମୁଁ ନଉକା ତୁ ମୋତି ମୁଁ ଶାମୁକା
ପୁଅ
ତୁ ପକ୍ଷୀ ମୁଁ ପବନ ତୁ ଆଖି ମୁଁ ସପନ
ସେଇ ସପନରୁ ତତେ କାଢି ପାରିବିନି ମୁଁ
ଝିଅ
ଛାତି ଚିରି ଦେଲେ ତୁ
ଛାତି ଚିରି ଦେଲେ ତୁ
ପୁଅ
ଛାତି ଚିରି ଦେଲେ ତୁ
ଛାତି ଚିରି ଦେଲେ ତୁ

Chhati Chiridele Tu Odia Song Lyrics In Odia Font


He He He He He Ho Ho Ho Ho
Jhia
Aha Ha Ha Ha AaAha Ha Ha
Pua
Tu Dakilu Are Mu Dakili Aa
Mo Akhire Thaare Mo Chhatire Tha
Jhia
Tu Kahilu Mana De Mun Kahili Mate Ne
Pua
Tu Kahilu Dhara De Mun Kahili Dhari Ne
Emitika Dhara Delu Khasibara Nahin Ju
Jhia
Chhati Chiri Dele Tu
Chhati Chiri Dele Tu
Pua
Chhati Chiri Dele Tu
Chhati Chiri Dele Tu
Jhia
Tu Sunara Pahada Mun Suneli Jharana
To Gapa Mo Gajara
To Gita Mo Gahana
Pua
He He He He Hun Hun Hun
Mun Bahuda Chadhei Tu Batara Thikana
A Dunia Achinha Tu Eka Mo Apana
Jhia
Tu Kahilu Dere Mun Kahili Ne
Mo Othare Dhare To Hasa Boli De
Pua
Hae Tu Kahilu Tara De Mun Kahili Jahna Ne
Jhia
Tu Kahilu Katha De Mun Kahili Rana Ne
Emitika Rana Delu Khasiparu Nahi Mun
Pua
Chhati Chiri Dele Tu
Chhati Chiri Dele Tu
Jhia
Chhati Chiri Dele Tu
Chhati Chiri Dele Tu
Pua
Tu Emiti Barasa Mun Emiti Jataka
To Sathire Misichi Mo Bhagya Mo Jataka
Jhia
A Akasa Jebe Re A Matire Lotiba
A Atuta Bandhana Tutile Tutiba
Pua
Tu Kahilu Thaare Mu Kahili Tha
Mo Manare To Naan To Manare Mo Naan
Jhia
Tu Kata Mun Nauka Tu Moti Mun Samuka
Pua
Tu Pakhi Mun Pabana Tu Akhi Mun Sapana
Sei Sapanaru Tate Kadhiparibini Mun
Jhia
Chhati Chiri Dele Tu
Chhati Chiri Dele Tu
Pua
Chhati Chiri Dele Tu
Chhati Chiri Dele Tu




Thank You

Comments