Chhatire Lekhichi Tori Naan Odia Song Lyrics In Odia Font

ODIA SONG LYRICS

ତୋ ଭିତରେ ମୁଁ ରହିଚି
ମୋ ଭିତରେ ତୁ ରହିଚୁ

Chhatire Lekhichi Tori Naan Odia Song Lyrics In Odia Language


ପୁଅ
ତୋ ଭିତରେ ମୁଁ ରହିଚି
ମୋ ଭିତରେ ତୁ ରହିଚୁ
ତତେ ଛାଡି ରହି ପାରେନା
ଛାତିରେ ଲେଖିଚି ତୋରି ନାଁ
ଛାତିରେ ଲେଖିଚି ତୋରି ନାଁ
ଝିଅ
ତୋ ଆଖିରେ ମୁଁ ନାଚୁଚି
ମୋ ଆଖିରେ ତୁ ନାଚୁଚୁ
ଏ ଆଖିରୁ କାଢି ପାରେନା
ଛାତିରେ ଲେଖିଚି ତୋରି ନାଁ
ପୁଅ 
ଛାତିରେ ଲେଖିଚି ତୋରି ନାଁ








ପୁଅ
ତୁ ଯୋଉଠି ନାହୁଁ କେବେ
ମୁଁ ସେଇଠି ନାହିଁରେ
ଝିଅ
ସବୁ ନାହିଁ ହଁ ହୁଏ
ଖାଲି ତୋ ପାଇଁରେ
ପୁଅ
ହାଏ ତୋ ପାଇଁ ଭୁଲିଚି ସବୁ
ତତେ ଭଲ ପାଇରେ
ଝିଅ
ଭଲ ପାଇ ଓଠରୁ ମୋ
ହସ ସରୁ ନାହିଁରେ
ପୁଅ
ତୋ ଓଠରେ ମୁଁ ହସୁଚି
ମୋ ଓଠରେ ତୁ ହସୁଚୁ
ଲୁହର ତ ଦେଖା ମିଳେନା
ଛାତିରେ ଲେଖିଚି ତୋରି ନାଁ
ଛାତିରେ ଲେଖିଚି ତୋରି ନାଁ







ଝିଅ
ଛାତିରେ ଲେଖା ତୋ ନାଁ
ଲେଖା ମୋର ଭାଗ୍ୟରେ
ପୁଅ
ତୋ ଭାଗ୍ୟରେ ଯାହା ଅଛି
ଥାଉ ମୋର ଭାଗରେ
ଝିଅ
ଦୁଇ ଭାଗ କରିଚି ମୋ
ଜୀବନ ତୋ ଆଗରେ
ପୁଅ
ଆଗ ପଛ ନୁହେଁ ବାଟ
ଚାଲିବି ତୋ ସାଙ୍ଗରେ
ଝିଅ
ତୋ ବାଟରେ ମୁଁ ଚାଲୁଚି
ମୋ ବାଟରେ ତୁ ଚଲୁଚୁ
ପାଦ କେବେ କଣ୍ଟା ମାଡ଼େନା
ଛାତିରେ ଲେଖିଚି ତୋରି ନାଁ
ପୁଅ
ଛାତିରେ ଲେଖିଚି ତୋରି ନାଁ


Chhatire Lekhichi Tori Naan Odia Song Lyrics In Odia Font



Pua
To Bhitare Mun Rahichi
Mo Bhitare Tu Rahichu
Tate Chadi Rahi Parena
Chhatire Lekhichi Tori Naan
Chhatire Lekhichi Tori Naan
Jhia
To Akhire Mun Nachuchi
Mo Akhire Tu Nachuchu
A Akhiru Kadhi Parena
Chhatire Lekhichi Tori Naan
Pua
Chhatire Lekhichi Tori Naan
Pua
Tu Jauthi Nahun Kebe
Mu Seithi Nahire
Jhia
Sabu Nahin Han Hue
Khali To Painre
Pua
Hae To Pain Bhulichi Sabu
Tate Bhala Paere
Jhia
Bhala Pae Otharu Mo
Hasa Saru Nahire
Pua
To Othare Mun Hasuchi
Mo Othare Tu Hasuchu
Luhara Ta Dekha Milena
Chhatire Lekhichi Tori Naan
Chhatire Lekhichi Tori Naan
Jhia
Chhatire Lekha To Naan
Lekha Mora Bhagyare
Pua
To Bhagyare Jaha Achi
Thau Mora Bhagare
Jhia
Dui Bhaga Karichi Mo
Jibana To Agare
Pua
Aga Pachha Nuhe Bata
Chalibi To Sangare
Jhia
To Batare Mun Chaluchi
Mo Batare Tu Chaluchu
Pada Kebe Kanta Madena
Chhatire Lekhichi Tori Naan
Pua
Chhatire Lekhichi Tori Naan

Thank You

Comments