Dekha Hela Jebe Tora Mora Odia Song Lyrics In Odia Font

ODIA SONG LYRICS

ଦେଖା ହେଲା ଯେବେ ତୋର ମୋର

Dekha Hela Jebe Tora Mora Odia Song Lyrics In Odia Language


ପୁଅ
ଦେଖା ହେଲା....
ଦେଖା ହେଲା ଯେବେ ତୋର ମୋର
ମାରିଦେଲା ମାରିଦେଲା ମାରି ଦେଲାରେ
ପ୍ରେମ ଅଢେଇ ଅକ୍ଷର
ପ୍ରେମ ଅଢେଇ ଅକ୍ଷର
ଝିଅ
ମିଶି ଗଲା....
ମିଶି ଗଲା ଯେବେ ଆଖି ତୋର ମୋର
ମାରିଦେଲା ମାରିଦେଲା ମାରି ଦେଲାରେ
ପ୍ରେମ ଅଢେଇ ଅକ୍ଷର
ପ୍ରେମ ଅଢେଇ ଅକ୍ଷର









ପୁଅ
ଅଢେଇ ଅକ୍ଷର ପ୍ରେମ ଲଗେଇଲା ନିଆଁ
ଝିଅ
ଭଲ ପାଇବାର ଏତ ଅନୁଭୂତି ନୂଆ
ପୁଅ
ମାଟିରେ ଲାଗୁନି ପାଦ ଏ କେଉଁ ଦୁନିଆ
ଝିଅ
ପ୍ରଥମ ପ୍ରେମର ଏତ ପ୍ରଥମ କିମିଆ
ପୁଅ
ଯୋଡ଼ା ହେଲା....
ଆରେ ଯୋଡ଼ାହେଲା ଯେବେ ନାଁ ତୋର ମୋର
ଜାଳିଦେଲା ଜାଳିଦେଲା ଜାଳି ଦେଲାରେ
ପ୍ରେମ ଅଢେଇ ଅକ୍ଷର
ପ୍ରେମ ଅଢେଇ ଅକ୍ଷର









ଝିଅ
ଛୋଟ ଛୋଟ ରାତି ଏବେ ଯାଏ ଲମ୍ବା ହେଇ
ପୁଅ
ତୁ ଆଉ ମୁଁ ଏକା ବାଟର ବାଟୋଇ
ଝିଅ
ଭୋକ ଶୋଷ ନାହିଁ ନିଦ ହେଲା ପରଦେଶୀ
ପୁଅ
ତୋ ଭାଗ୍ୟ ମୋ ଭାଗ୍ୟ ଯାଇଚି ତ ମିଶି
ଝିଅ
ଲେଖା ହେଲା....
ଲେଖା ହେଲା ଯେବେ ଗପ ତୋର ମୋର
ସାରିଦେଲା ସାରିଦେଲା ସାରି ଦେଲାରେ
ପ୍ରେମ ଅଢେଇ ଅକ୍ଷର
ପ୍ରେମ ଅଢେଇ ଅକ୍ଷର
ପୁଅ
ପ୍ରେମ ଅଢେଇ ଅକ୍ଷର
ପ୍ରେମ ଅଢେଇ ଅକ୍ଷର

Dekha Hela Jebe Tora Mora Odia Song Lyrics In Odia Font




Pua
Dekha Hela
Dekha Hela Jebe Tora Mora
Maridela Maridela Mari Delare
Prema Adhei Akhyara
Prema Adhei Akhyara
Jhia
Misi Gala
Misi Gala Jebe Akhi Tora Mora
Maridela Maridela Mari Delare
Prema Adhei Akhyara
Prema Adhei Akhyara
Pua
Adhei Akhyara Prema Lageila Nian
Jhia
Bhala Paibara Eta Anubhuti Nua
Pua
Matire Laguni Pada A Keun Dunia
Jhia
Prathama Premara Eta
Prathama Kimia
Pua
Joda hela
Are Jodahela Jebe Naan Tora Mora
Jalidela Jadidela Jali Delare
Prema Adhei Akhyara
Prema Adhei Akhyara
Jhia
Chhota Chhota Rati Ebe Jae Lamba Hei
Pua
Tu Au Mun Eka Batara Batoi
Jhia
Bhoka Sosa Nahi Nida Hela Paradesi
Pua
To Bhagya Mo Bhagya Jaichi Ta Misi
Jhia
Lekha Hela
Lekha Hela Jebe Gapa Tora Mora
Saridela Saridela Sari Delare
Prema Adhei Akhyara
Prema Adhei Akhyara
Pua
Prema Adhei Akhyara
Prema Adhei Akhyara





Thank You

Comments