Delire Delire Tate E Mana Odia Song Lyrics In Odia Font

ODIA SONG LYRICS

ଦେଲିରେ ଦେଲି ତତେ ଏ ମନ
ମାଗିବୁ ଜଦି ଦେବି ଜୀବନ

Delire Delire Tate E Mana Odia Song Lyrics In Odia Language


ପୁଅ
ହେ......ହୋ......

ଦେଲିରେ ଦେଲି ତତେ ଏ ମନ
ମାଗିବୁ ଜଦି ଦେବି ଜୀବନ

ଦେଲିରେ ଦେଲି ତତେ ଏ ମନ
ମାଗିବୁ ଜଦି ଦେବି ଜୀବନ
ବଞ୍ଚିବା ପାଇଁ ହବ ତୋ ବିନା
ନ ଆସୁ କେବେ ଏମିତି ଦିନ
ଝିଅ
ତୁ ଖାଲି ମୋରି ପାଇଁ
ତୋ ବିନା ଚାଲେ ନାହିଁ ମୋ ସ୍ପନ୍ଦନ
ପୁଅ
ଦେଲିରେ ଦେଲି ତତେ ଏ ମନ
ମାଗିବୁ ଜଦି ଦେବି ଜୀବନ
ବଞ୍ଚିବା ପାଇଁ ହବ ତୋ ବିନା
ନ ଆସୁ କେବେ ଏମିତି ଦିନ





ପୁଅ
ଆଖି ମୋର କରେ ଜିଦି
ତୋ ଆଖିରେ ହବ ବନ୍ଦୀ
ହୋ ଆଖି ମୋର କରେ ଜିଦି
ତୋ ଆଖିରେ ହବ ବନ୍ଦୀ
ଅଲଗା ହେବିନି କେବେ
ଖୁଦା ପାଖେ କଲି ସନ୍ଧି
ଝିଅ
ତୁ ଖୁଦାଠାରୁ ବେଶି
ମୁଁ ପାରିବିନି ଖସି ଏକି ବନ୍ଧନ
ପୁଅ
ଦେଲିରେ ଦେଲି ତତେ ଏ ମନ
ମାଗିବୁ ଜଦି ଦେବି ଜୀବନ
ବଞ୍ଚିବା ପାଇଁ ହବ ତୋ ବିନା
ନ ଆସୁ କେବେ ଏମିତି ଦିନ






ଝିଅ
ହା ହୋ ହା ହୋ...
ବାଟ ସାରା ଯାଏ ଚାଲି
ତୋ ପାଦ ଚି଼ହ୍ନ ଦେଖି
ହୋ...ବାଟ ସାରା ଯାଏ ଚାଲି
ତୋ ପାଦ ଚି଼ହ୍ନ ଦେଖି
ସାରା ଜୀବନକୁ ତତେ
ନିଶ୍ୱାସେ ଦେଲି ରଖି
ପୁଅ
ମୋ ନିଶ୍ୱାସେ ତୋ ବାସ୍ନା
ମୁଁ କିଛି ନୁହେଁ ତୋ ବିନା ସାରା ଜୀବନ
ଝିଅ
ଦେଲିରେ ଦେଲି ତତେ ଏ ମନ
ମାଗିବୁ ଜଦି ଦେବି ଜୀବନ
ବଞ୍ଚିବା ପାଇଁ ହବ ତୋ ବିନା
ନ ଆସୁ କେବେ ଏମିତି ଦିନ
ପୁଅ
ଦେଲିରେ ଦେଲି ତତେ ଏ ମନ
ମାଗିବୁ ଜଦି ଦେବି ଜୀବନ
ବଞ୍ଚିବା ପାଇଁ ହବ ତୋ ବିନା
ନ ଆସୁ କେବେ ଏମିତି ଦିନ


Delire Delire Tate E Mana Odia Song Lyrics In Odia Font










Thank You


Comments