Emiti Eka Samaya Ase Odia Song Lyrics In Odia Font

ODIA SONG LYRICS

ଏମିତି ଏକ ସମୟ ଆସେ

Emiti Eka Samaya Ase Odia Song Lyrics In Odia Language


ଏମିତି ଏକ ସମୟ ଆସେ
ଏମିତି ଏକ ସମୟ ଆସେ
ଏମିତି ଏକ ସମୟ ଆସେ
ଏମିତି ଏକ ସମୟ ଆସେ
ଆପେ ଆପେ ତୁମ ପାଦେ
ଆପେ ଆପେ ତୁମ ପାଦେ ମଥା ନଇଁ ଯାଏ
ଏମିତି ଏକ ସମୟ ଆସେ
ଏମିତି ଏକ ସମୟ ଆସେ




କେବେ ସୁଖରେ ହେଉ
କେବେ ଦୁଃଖରେ ହେଉ
ସମୟ ସାବ୍ୟସ୍ତ କରେ ଆପଣା ଦାଉ
କେବେ ସୁଖରେ ହେଉ
କେବେ ଦୁଃଖରେ ହେଉ
ସମୟ ସାବ୍ୟସ୍ତ କରେ ଆପଣା ଦାଉ
ନିରୁପାୟ ଏ ମଣିଷ ସମୟର କ୍ରୀତଦାସ
ନିରୁପାୟ ଏ ମଣିଷ ସମୟର କ୍ରୀତଦାସ
ସମୟ ଯେ ସୁଦର୍ଶନ
ସମୟ ଯେ ସୁଦର୍ଶନ
ତୁମରି ହାତେ ଗୋପନେ କେତେ ଘୁରାଏ 
ଏମିତି ଏକ ସମୟ ଆସେ
ଏମିତି ଏକ ସମୟ ଆସେ





ତୁମେ ସମୟ ହୋଇ ଦମ୍ବ ଭାଙ୍ଗିବା ପାଇଁ
ଦାମ୍ବିକ ପାଶକୁ ଆସ ଅଦୃଶ୍ୟ ହୋଇ
ତୁମେ ସମୟ ହୋଇ ଦମ୍ବ ଭାଙ୍ଗିବା ପାଇଁ
ଦାମ୍ବିକ ପାଶକୁ ଆସ ଅଦୃଶ୍ୟ ହୋଇ
ଭାଙ୍ଗି ହୋଇ ଯେ ପଡିଛି
ଭାଙ୍ଗିବାର ନାହିଁ କିଛି 
ଭାଙ୍ଗି ହୋଇ ଯେ ପଡିଛି
ଭାଙ୍ଗିବାର ନାହିଁ କିଛି 
ସିଏ ହାଏ ଅସହାଏ
ସିଏ ହାଏ ଅସହାଏ
ନୁଆଇଁ ମଥା ନିଜର ସତ୍ତା ଭୁଲାଏ
ଏମିତି ଏକ ସମୟ ଆସେ
ଏମିତି ଏକ ସମୟ ଆସେ
ଆପେ ଆପେ ତୁମ ପାଦେ
ଆପେ ଆପେ ତୁମ ପାଦେ ମଥା ନଇଁ ଯାଏ
ଏମିତି ଏକ ସମୟ ଆସେ
ଏମିତି ଏକ ସମୟ ଆସେ
ସମୟ ଆସେ ସମୟ ଆସେ


Emiti Eka Samaya Ase Odia Song Lyrics In English Font




Amiti Aka Samaya Ase

Amiti Aka Samaya Ase

Amiti Aka Samaya Ase

Amiti Aka Samaya Ase

Ape Ape Tuma Pade

Ape Ape Tuma Pade Matha Nai Jaa

Amiti Aka Samaya Ase

Amiti Aka Samaya Ase

Kebe Sukhare Heu

Kebe Dukhare Heu

Samaya Sabyasta Kare Apana Dau

Kebe Sukhare Heu

Kebe Dukhare Heu

Samaya Sabyasta Kare Apana Dau

Nirupaya A Manisa Samayara Kritadasa

Nirupaya A Manisa Samayara Kritadasa

Samaya Je Sudasana

Samaya Je Sudasana

Tumari Hate Gopane Kete Ghuraa

Amiti Aka Samaya Ase

Amiti Aka Samaya Ase

Tume Samaya Hoi Damba Bhangiba Pai

Dambika Pasaku Asa Adrusya Hoi

Tume Samaya Hoi Damba Bhangiba Pai

Dambika Pasaku Asa Adrusya Hoi

Bhangi Hoi Je Padichhi

Bhangibara Nahi Kichhi

Bhangi Hoi Je Padichhi

Bhangibara Nahi Kichhi

Sia Haa Asahaya

Sia Haa Asahaya

Nuai Matha Nijara Sata Bhulaa

Amiti Aka Samaya Ase

Amiti Aka Samaya Ase

Ape Ape Tuma Pade

Ape Ape Tuma Pade Matha Nai Jaa

Amiti Aka Samaya Ase

Amiti Aka Samaya Ase

Samaya Ase Samaya Ase




Thank You


Comments