Gori To Gaan Odia Song Lyrics In Odia Font

ODIA SONG LYRICS

ଗୋରୀ ତୋ ଗାଆଁ ପବନରେ ଆହା

Gori To Gaan Odia Song Lyrics In Odia Language

ଗୋରୀ ତୋ ଗାଆଁ ପବନରେ ଆହା
ଲେଖିଦେଲି ନାଆଁ ମୋର ଲେଖିଦେଲି ନାଆଁ
ହେ ଗୋରୀ ତୋ ଗାଆଁ ପବନରେ ଆହା
ଲେଖିଦେଲି ନାଆଁ ମୋର ଲେଖିଦେଲି ନାଆଁ
କେମିତି ଲାଗୁଚି ପ୍ରେମରେ ପଡିଚି
ପରଦେଶୀ ଚଢେଇ ତ ପରା ହୂରରା
ବେଗି ବେଗି ଯିବା ପହଞ୍ଚେଇ ଦବା
ଥାଅରେ କାଳିଆ କସରା
ଆଇ ଆମ ଇନ ଲଭ
ଆଇ ଆମ ଇନ ଲଭ
ଆଇ ଆମ ଇନ ଲଭ
ଆଇ ଆମ ଇନ ଲଭ
ରାମ ଯେ ଲଇଖଣ ଗଲେ ମୃଗ ମାରି
ବାଟ ଚାହିଁ ବସିଅଛି ଆଜି ସୀତା ଗୋରୀ
ଗୋରୀ ତୋ ଗାଆଁ ପବନରେ ଆହା
ଲେଖିଦେଲି ନାଆଁ ମୋର ଲେଖିଦେଲି ନାଆଁ



ହେ ତୋ ଗାଆଁର ନଈ ତୋ ଦେହକୁ ଧୋଇ
ଯାଇଚି ହଳଦୀ ହେଇ ହୋ ହୋ ହୋ
ହେ ହେ ହେ ହେ ହେ
ଯୁଆଡେ ଦେଲେ ଚାହିଁ ସବୁଠି ତୋର ଛାଇ
ଆସୁଛି ମୋତେ ଚାହିଁ ହୋ ହୋ ହୋ
ହୋ ହୋ ହୋ ହୋ ହୋ
ଏ ତ ଯାଯାବର ପାଗଳ ଭଅଁର
ମାନିବନି ଜମା ଖରା ତରା
ପ୍ରେମ ପାଣି ପାଗ ଉଠିଲାଣି ମେଘ
ଢାଳି ଦବ ପାଣି ଦି ଅସରା
ଆଇ ଆମ ଇନ ଲଭ
ଆଇ ଆମ ଇନ ଲଭ
ଆଇ ଆମ ଇନ ଲଭ
ଆଇ ଆମ ଇନ ଲଭ
ଉଡିଗଲେ ଗେଣ୍ଡାଳିଆ ଛାଡିଦେଲେ ପର
ରାଜା ଝିଅ ହସୁଅଛି ଦେଖି ଟୋକା ବର
ଗୋରୀ ତୋ ଗାଆଁ ପବନରେ ଆହା
ଲେଖିଦେଲି ନାଆଁ ମୋର ଲେଖିଦେଲି ନାଆଁ



ଗୋରୀ ତୋ ନୀଳ ଆଖି ଆଣିଲା ମତେ ଡାକି
ଆଖିରେ ଦେ ରଖି ହୋ ହୋ ହୋ
ହେ ହେ ହେ ହେ ହେ ହେ
ହେ ମୋ ମନ ପ୍ରେମ ପକ୍ଷୀ ଗଲାଣି ଉଡ଼ା ଶିଖି
ଉଡିବା ଖାଲି ବାକି ହୋ ହୋ ହୋ
ହୋ ହୋ ହୋ ହୋ ହୋ ହୋ
ଆରେ ଏଇ ଗାଆଁ ଝିଅ ଫୁଲ ଫୁଟା ଦେହ
ଯିଏ ଦେଖେ ସିଏ ତ ପାଗଳା
ଥରେ ପଡିଗଲେ ଦୁଇ ମନ ଗଣ୍ଠି
ଆଉ ଜମା ହୁଏନା ହୁଗୁଳା
ଆଇ ଆମ ଇନ ଲଭ
ଆଇ ଆମ ଇନ ଲଭ
ଆଇ ଆମ ଇନ ଲଭ
ଆଇ ଆମ ଇନ ଲଭ
ଶଶୁର ଘରକୁ ଯେ ଜୋଇଁ ପୁଅ ଗଲା
ବଡ ଯେ ସନମାନେ ପିଢା ପାଣି ଦେଲା

Gori To Gaan Odia Song Lyrics In Odia Font

Thank You

Comments