Gumsum Thila E Hrudaya Odia Song Lyrics In Odia Font

ODIA SONG LYRICS

ଗୁମସୁମ ଥିଲା ଏ ହୃଦୟ
ତୋ ପାଇଁ ଦିୱାନା ହେଲି

Gumsum Thila E Hrudaya Odia Song Lyrics In Odia Language


ପୁଅ
ଓ...ଓ...ଓ...ଓ...
ଗୁମସୁମ ଥିଲା ଏ ହୃଦୟ
ତୋ ପାଇଁ ଦିୱାନା ହେଲି
ଗୁମସୁମ ଥିଲା ଏ ହୃଦୟ
ତୋ ପାଇଁ ଦିୱାନା ହେଲି
ଝିଅ
ମୁସ୍କିଲ ଥିଲା ଏ ଜୀବନ
ତୋ ସାହାରା ପାଇଗଲି
ପୁଅ
ଓ ଆଜି କାଲି ମୁଁ ଆଉ
ମୋ ପାଖରେ ନାହିଁ
ଓ ରେ ମାହି ଓ ରେ ମାହି
ମୁଁ ଖାଲି ତୋ ପାଇଁ ତୋପାଇଁ
ଝିଅ
ଓ ରେ ମାହି ଓ ରେ ମାହି
ମୁଁ ଖାଲି ତୋ ପାଇଁ ତୋପାଇଁ




ପୁଅ
ଓ ମାଇ ଡ଼ିଅର
ୟୁ ଆର ଭେରୀ ସ୍ପେସିଆଲ ଟୁ ମି
ଆଖି ତୋର କିଛି କହେ
ହସ ତୋର ପାଖକୁ ଟାଣି ନିଏ
ଝିଅ
ହାଁ ତତେ ଯେବେ ଦେଖିଦିଏ
ସବୁ କିଛି ଆପେ ମୁଁ ଭୁଲିଯାଏ
ହୋ ଅଜାଣତେ ନେଇଗଲୁ
ମୋ ମନ ଚୋରେଇ
ଓ ରେ ମାହି ଓ ରେ ମାହି
ମୁଁ ଖାଲି ତୋ ପାଇଁ ତୋପାଇଁ
ପୁଅ
ଓ ରେ ମାହି ଓ ରେ ମାହି
ମୁଁ ଖାଲି ତୋ ପାଇଁ ତୋପାଇଁ





ଝିଅ
ହାତ ମୋର ଧରିନେଲୁ
ଯାଦୁଗର କୁହୁକ କରିଦେଲୁ
ପୁଅ
ହୋ..ସାଙ୍ଗ ମୋର ଯେବେ ହେଲୁ
ରାତି ଦିନ ମହକ ଭରିଦେଲୁ
ତୋ ପରି କେହି ମତେ ଭଲପାଏ ନାହିଁ
ଓ ରେ ମାହି ଓ ରେ ମାହି
ମୁଁ ଖାଲି ତୋ ପାଇଁ ତୋପାଇଁ
ଝିଅ
ଓ ରେ ମାହି ଓ ରେ ମାହି
ମୁଁ ଖାଲି ତୋ ପାଇଁ ତୋପାଇଁ


Gumsum Thila E Hrudaya Odia Song Lyrics In Odia Font







Thank You


Comments