Hasa Khusi Chhadei Odia Song Lyrics In Odia Font

ODIA SONG LYRICS

ହସ ଖୁସି ଛଡେଇ ନେଇଗଲୁ ମୋର

Hasa Khusi Chhadei Neigalu Mora Odia Song Lyrics In Odia Language



ହସ ଖୁସି ଛଡେଇ ନେଇଗଲୁ ମୋର
ହସ ଖୁସି ଛଡେଇ ନେଇଗଲୁ ମୋର
ଦିନ ଆସିବ ତୋର କାନ୍ଦୁଥିବୁ ପ୍ରିୟା ଲୋ
ଦିନ ଆସିବ ତୋର କାନ୍ଦୁଥିବୁ ପ୍ରିୟା ଲୋ
ଖେଳନା କରି ମୋ ସାଥିରେ ଖେଳିଲୁ
ହେଇ ଯାଇ ସ୍ୱାର୍ଥପର
କଉ ଜନମର ପ୍ରତିଶୋଧ ନେଲୁ
ଏ ଜନମେ କରି ପର
ହସ ଖୁସି ଛଡେଇ ନେଇଗଲୁ ମୋର
ଦିନ ଆସିବ ତୋର କାନ୍ଦୁଥିବୁ ପ୍ରିୟା ଲୋ
ଦିନ ଆସିବ ତୋର କାନ୍ଦୁଥିବୁ ପ୍ରିୟା ଲୋ







କିଏ ନେଲା ଛଡେଇ
ପିଲା ଦିନ ଖେଳ ଆମର
ଖେଳୁଥିଲେ ଆମେ ଦୁହେଁ
କେତେ ବୋହୁ ବୋହୁକା ଖେଳ
ହୋ କିଏ ନେଲା ଛଡେଇ
ପିଲା ଦିନ ଖେଳ ଆମର
ଖେଳୁଥିଲେ ଆମେ ଦୁହେଁ
କେତେ ବୋହୁ ବୋହୁକା ଖେଳ
ଖେଳରେ ତୁ ଥିଲୁ ରାଣୀ
ମୁଁ ସାଜି ଥିଲି ତୋ ରାଜା
ଆମକୁ ଦେଖି ସଭିଏଁ
କେତେ ନଉଥିଲେ ଲୋ ମଜା
ହସ ଖୁସି ଛଡେଇ ନେଇଗଲୁ ମୋର
ଦିନ ଆସିବ ତୋର କାନ୍ଦୁଥିବୁ ପ୍ରିୟା ଲୋ
ଦିନ ଆସିବ ତୋର କାନ୍ଦୁଥିବୁ ପ୍ରିୟା ଲୋ







କାହିଁ ଚାଲିଗଲୁ ସାଥି ମତେ ଏକା ତୁ କରି
ତତେ ଝୁରି ଝୁରି ଆଜି ମୁଁ ଯାଏ ଲୋ ମରି
ହୋ କାହିଁ ଚାଲିଗଲୁ ସାଥି ମତେ ଏକା ତୁ କରି
ତତେ ଝୁରି ଝୁରି ଆଜି ମୁଁ ଯାଏ ଲୋ ମରି
ପାରିବିନି ଆଉ ବଞ୍ଚି ତୋ ବିନା ଲୋ ଧନ
ମଶାଣିରେ ଜଳୁଚି ଲୋ ମୋ ଅବୁଝା ମନ
ହସ ଖୁସି ଛଡେଇ ନେଇଗଲୁ ମୋର
ଦିନ ଆସିବ ତୋର କାନ୍ଦୁଥିବୁ ପ୍ରିୟା ଲୋ
ଦିନ ଆସିବ ତୋର କାନ୍ଦୁଥିବୁ ପ୍ରିୟା ଲୋ


Hasa Khusi Chhadei Neigalu Mora Odia Song Lyrics In Odia Font









Thank You


Comments