Janena Mu Ketebele Odia Song Lyrics In Odia Font

ODIA SONG LYRICS

ଜାଣେନା ମୁଁ କେତେବେଳେ
ମନ ଚୋରି ହେଇ ଗଲା

Janena Mu Ketebele Odia Song Lyrics In Odia Language


ଝିଅ
ଜାଣେନା ମୁଁ କେତେବେଳେ
ଜାଣେନା ମୁଁ କେତେବେଳେ
ମନ ଚୋରି ହେଇ ଗଲା
ତମ କଥା ଭାବୁ ଭାବୁ
ପ୍ରେମ ହେଇ ଗଲା ବୋଧେ
ପ୍ରେମ ହେଇ ଗଲା
ପୁଅ
ଜାଣେନା ମୁଁ କେତେବେଳେ
ଜାଣେନା ମୁଁ କେତେବେଳେ
ନିଦ ମୋର ହଜିଗଲା
ତମ କଥା ଶୁଣୁ ଶୁଣୁ
ପ୍ରେମ ହେଇ ଗଲା ବୋଧେ
ପ୍ରେମ ହେଇ ଗଲା
ପ୍ରେମ ହେଇ ଗଲା ବୋଧେ
ପ୍ରେମ ହେଇ ଗଲା








ଝିଅ
ଚୋରି ଚୋରି ଚୁପି ଚୁପି ଋତୁ ବଦଳିଲା
ହୃଦୟର ବଗିଚାରେ ବସନ୍ତ ଅସିଲା
ପୁଅ
ହେ ବସନ୍ତର ପ୍ରଜାପତି ଡେଣା ମେଲି ଦେଲା
ତା ଇଛାରେ ଜୀବନକୁ ସଜେଇ ସେ ଦେଲା
ଝିଅ
ସେଇ ସଜ ଆଖିରେ ମୋ
ଲାଜ କିଛି ଦେଇ ଗଲା
ପୁଅ
ଚାରି ଆଖି ମିଶୁ ମିଶୁ
ପ୍ରେମ ହେଇ ଗଲା ବୋଧେ
ପ୍ରେମ ହେଇ ଗଲା
ଝିଅ
ହୋ ପ୍ରେମ ହେଇ ଗଲା ବୋଧେ
ପ୍ରେମ ହେଇ ଗଲା









ପୁଅ
ଜିଇଁବାକୁ ଲାଗୁଥିଲା ନିସଙ୍ଗ ଏକେଲା
କିଏ ଆସି ସବୁ କିଛି ଭରି ଦେଇ ଗଲା
ଝିଅ
ମନ ସିନା ଟାଣ ଥିଲା ହୃଦୟ ଭାଙ୍ଗିଲା
ଜୀବନରେ ନୂଆ କିଛି ଯୋଡି ହେଇ ଗଲା
ପୁଅ
ନୂଆ ନୂଆ ସପନକୁ ସାଥିଟିଏ ମିଳିଗଲା
ଝିଅ
ନୂଆ ନୂଆ ଲାଗୁ ଲାଗୁ
ପ୍ରେମ ହେଇ ଗଲା ବୋଧେ
ପ୍ରେମ ହେଇ ଗଲା
ପୁଅ
ହାଁ ପ୍ରେମ ହେଇ ଗଲା ବୋଧେ
ପ୍ରେମ ହେଇ ଗଲା
ଝିଅ
ପ୍ରେମ ହେଇ ଗଲା ବୋଧେ
ପ୍ରେମ ହେଇ ଗଲା
ପୁଅ
ପ୍ରେମ ହେଇ ଗଲା ବୋଧେ
ପ୍ରେମ ହେଇ ଗଲା

Janena Mu Ketebele Odia Song Lyrics In Odia Font



Jhia
Janena Mu Ketebele
Janena Mu Ketebele
Mana Chori Hei Gala
Tama Katha Bhabu Bhabu
Prema Hei Gala Bodhe
Prema Hei Gala
Pua
Janena Mu Ketebele
Janena Mu Ketebele
Nida Mora Hajigala
Tama Katha Sunu Sunu
Prema Hei Gala Bodhe
Prema Hei Gala
Prema Hei Gala Bodhe
Prema Hei Gala
Jhia
Chori Chori Chupi Chupi Rutu Badalila
Hrudayara Bagichare Basanta Asila
Pua
He Basantara Prajapati Dena Meli Dela
Ta Ichhare Jibanaku Sajei Se Dela
Jhia
Sei Saja Akhire Mo
Laja Kichhi Dei Gala
Pua
Chari Akhi Misu Misu
Prema Hei Gala Bodhe
Prema Hei Gala
Jhia
Ho Prema Hei Gala Bodhe
Prema Hei Gala
Pua
Jienbaku Laguthila Nisanga Ekela
Kia Asi Sabu Kichhi Bhari Dei Gala
Jhia
Mana Sina Tana Thila Hrudaya Bhangila
Jibanare Nua Kichhi Jodi Heigala
Pua
Nua Nua Sapanaku Sathitia Miligala 
Jhia 
Nua Nua Lagu Lagu
Prema Hei Gala Bodhe
Prema Hei Gala
Pua
Han Prema Hei Gala Bodhe
Prema Hei Gala
Jhia
Prema Hei Gala Bodhe
Prema Hei Gala
Pua
Prema Hei Gala Bodhe
Prema Hei Gala


Thank You

Comments