Jaya Hanuman Gosain Odia Song Lyrics In Odia Font

ODIA SONG LYRICS

ଜୟ ହନୁମାନ ଗୋସାଇଁ

Jaya Hanuman Gosain Odia Song Lyrics In Odia Language


ଜୟ ହନୁମାନ ଗୋସାଇଁ
ଜୟ ହନୁମାନ ଗୋସାଇଁ
ଜୟ ହନୁମାନ ଗୋସାଇଁ
ଜୟ ହନୁମାନ ଗୋସାଇଁ
ତୁମେ କଳି ଯୁଗର ସାଇଁ
ଜୟ ହନୁମାନ ଗୋସାଇଁ
ଜୟ ହନୁମାନ ଗୋସାଇଁ





ସଙ୍କଟରୁ ତୁମେ ପାରି କର
ବିପଦକୁ ତୁମେ ଦୂର କର
ଯୁଗେ ଯୁଗେ ତୁମେ ଅମର
ଘେନ ତୁମେ ମୋର ଦୁଃଖ ଭାର
ଜୟ ହନୁମାନ ଗୋସାଇଁ
ଜୟ ହନୁମାନ ଗୋସାଇଁ






ରାମ ଭକ୍ତ ପ୍ରଭୁ ମହାଜ୍ଞାନୀ
ଏ ଜଗତେ ତୁମେ ମହାଦାନୀ
ମୁଁ କାଁହୁ ବୁଝିବି ତୁମ ଲୀଳା
ସବୁ ଅଙ୍ଗନେ ତୁମ ଖେଳା
ଜୟ ହନୁମାନ ଗୋସାଇଁ
ଜୟ ହନୁମାନ ଗୋସାଇଁ
ତୁମ ପରତାପ କାର ନାହିଁ
ଜୟ ହନୁମାନ ଗୋସାଇଁ
ଜୟ ହନୁମାନ ଗୋସାଇଁ
ଜୟ ହନୁମାନ ଗୋସାଇଁ
ଜୟ ହନୁମାନ ଗୋସାଇଁ


Jaya Hanuman Gosain Odia Song Lyrics In English Font



Jaya Hanumana Gosain

Jaya Hanumana Gosain

Jaya Hanumana Gosain

Jaya Hanumana Gosain

Tume Kali Jugara Sain

Jaya Hanumana Gosain

Jaya Hanumana Gosain






Sankataru Tume Pari Kara

Bipadaku Tume Dura Kara

Juge Juge Tume Amara

Ghena Tume Mora Dukha Bhara

Jaya Hanumana Gosain

Jaya Hanumana Gosain








Rama Bhakta Prabhu Mahagyani

A Jagate Tume Mahadani

Mu Kanhu Bujhibi Tuma Lila

Sabu Angane Tuma Khela

Jaya Hanumana Gosain

Jaya Hanumana Gosain

Tuma Paratapa Kara Nahi

Jaya Hanumana Gosain

Jaya Hanumana Gosain

Jaya Hanumana Gosain

Jaya Hanumana Gosain





Thank You


Comments