jete tu paruchu dere odia song lyrics in odia language

ODIA SONG LYRICS

ଯେତେ ତୁ ପାରୁଚୁ ଦେରେ ଦୁଃଖ 
ଦୁଃଖକୁ ଭାବି ନେଇଚି ଜୀବନେ ସୁଖ

Jete Tu Paruchu Dere Odia Song Lyrics In Odia Language

ଯେତେ ତୁ ପାରୁଚୁ ଦେରେ ଦୁଃଖ 
ଦୁଃଖକୁ ଭାବି ନେଇଚି ଜୀବନେ ସୁଖ
ଯେତେ ତୁ ପାରୁଚୁ ଦେରେ ଦୁଃଖ 
ଦୁଃଖକୁ ଭାବି ନେଇଚି ଜୀବନେ ସୁଖ
ମୁଁ ଜିତି ଯିବି ତୁ ହାରି ଯିବୁ କଳା ଶ୍ରୀମୁଖ
ଯେତେ ତୁ ପାରୁଚୁ ଦେରେ ଦୁଃଖ
ଦୁଃଖକୁ ଭାବି ନେଇଚି ଜୀବନେ ସୁଖ



ଦୁଃଖ ହାରି ବୋଲି ତତେ ଜାଣେ ଦୁନିଆ
ମୋରି ପାଖରେ ତୋର ବୁଡିବରେ ନାଁ
ହଁ...ନଜର ଫେରେଇ ନେଲେ ଏଇ ଦୁଃଖିରୁ
ନିଦ ହଜିଯିବ ତୋର ଚକା ଆଖିରୁ
ହେବୁ ଥରହର ରଖିବାକୁ ତୋର ନଜର ଟେକ
ଯେତେ ତୁ ପାରୁଚୁ ଦେରେ ଦୁଃଖ
ଦୁଃଖକୁ ଭାବି ନେଇଚି ଜୀବନେ ସୁଖ



ତୋ ମନ କହିବ ତତେ ଦିନେ ନା ଦିନେ
ଅବିଚାର କଲୁ ବୋଲି ଏ ଦୁଃଖି ଜନେ
ହଁ..ସେତେବେଳେ ହାରିଯିବୁ ନିଜ ପାଖରେ
ଆପେ ଆପେ ସୁଖ ଦେବୁ ଏଇ ଦୁଃଖିରେ
ଭକ୍ତ ଭଗବାନ ମାନ ଅଭିମାନ ହେବ ପରଖ
ଯେତେ ତୁ ପାରୁଚୁ ଦେରେ ଦୁଃଖ 
ଦୁଃଖକୁ ଭାବି ନେଇଚି ଜୀବନେ ସୁଖ

ଯେତେ ତୁ ପାରୁଚୁ ଦେରେ ଦୁଃଖ 
ଦୁଃଖକୁ ଭାବି ନେଇଚି ଜୀବନେ ସୁଖ
ମୁଁ ଜିତି ଯିବି ତୁ ହାରି ଯିବୁ କଳା ଶ୍ରୀମୁଖ
ଯେତେ ତୁ ପାରୁଚୁ ଦେରେ ଦୁଃଖ
ଦୁଃଖକୁ ଭାବି ନେଇଚି ଜୀବନେ ସୁଖ
ଯେତେ ତୁ ପାରୁଚୁ ଦେରେ ଦୁଃଖ
ଦୁଃଖକୁ ଭାବି ନେଇଚି ଜୀବନେ ସୁଖ

Jete Tu Paruchu Dere Dukha Odia Song Lyrics In Odia Language

Thank You

Comments