Kain Bhala Pailu Odia Song Lyrics In Odia Font

ODIA SONG LYRICS

ଜଦି ଧୋକା ମତେ ଦବାର ଥିଲା
କାଇଁ ଭଲ ପାଇଲୁ

Kain Bhala Pailu Odia Song Lyrics In Odia Language



ଜଦି ଧୋକା ମତେ ଦବାର ଥିଲା
ଜଦି ଧୋକା ମତେ ଦବାର ଥିଲା
କାଇଁ ଭଲ ପାଇଲୁ
ହୋ...କାଇଁ ଭଲ ପାଇଲୁ
ଜଦି ଲୁହ ମତେ ଦବାର ଥିଲା
ଜଦି ଲୁହ ମତେ ଦବାର ଥିଲା
କାଇଁ ଭଲ ପାଇଲୁ
ହୋ...କାଇଁ ଭଲ ପାଇଲୁ
ଛଳନା କରିଲୁ ମୋ ସାଥେ ଖେଳିଲୁ
କହ କାହିଁକି ଏମିତି କଲୁ
କାଇଁ ଭଲ ପାଇଲୁ
ହୋ...କାଇଁ ଭଲ ପାଇଲୁ
ହୋ...କାଇଁ ଭଲ ପାଇଲୁ






ମିଛ ପ୍ରେମରେ ତୁ ପ୍ରେମିକ ସଜେଇ
ହସି ହସି ଲୁହ ଦେଲୁ
କିଏ ତୋ ମନକୁ ଚୋରେଇ ନେଲା ଲୋ
କୋଉ ସୁଖ ପାଇ ଗଲୁ
ହୋ ଭାବିଲୁନି ଥରେ ବଞ୍ଚିବି କେମିତି
ତୋ ବିନା ମୁଁ ଏକା
ତଥାପି ମୋ ମନ ପାଏ ତତେ ଭଲ
ମୋ ଜୀବନଠୁ ଅଧିକା
କି ଦୋଷ କଲି ମୁଁ ଭାଙ୍ଗିଲୁ ମନ ତୁ
କହ କାହିଁକି ଏମିତି କଲୁ
କାଇଁ ଭଲ ପାଇଲୁ
ହୋ...କାଇଁ ଭଲ ପାଇଲୁ
ହୋ...କାଇଁ ଭଲ ପାଇଲୁ






ଚାଲିବାକୁ ବାଟ ହାତ ଧରି ତୋର
ଦେଇଥିଲୁ ତୁ ଆଶା
ଜାଣି ଶୁଣି କାହିଁ ପ୍ରିୟା ତୁ କହ ଲୋ
ଭାଙ୍ଗି ଦେଲୁ ମୋ ଭରସା
ହୋ ସରିନି ସପନ ପାହିଗଲା ରାତି
କାହାଣୀ ଅଧା ରହିଲା
କେମିତି ଲେଖିବି ଆମରି କାହାଣୀ
ଏଇଠି ପ୍ରେମ ସରିଲା
କୁଆଡେ ଗଲୁ ତୁ ଭୁଲି ମୋ ପ୍ରେମକୁ
କହ କାହିଁକି ଏମିତି କଲୁ
କାଇଁ ଭଲ ପାଇଲୁ
ହୋ...କାଇଁ ଭଲ ପାଇଲୁ
ହୋ...କାଇଁ ଭଲ ପାଇଲୁ


Kain Bhala Pailu Odia Song Lyrics In Odia Font






Thank You


Comments