Kapi Kapi Tume Odia Song Lyrics In Odia Font

ODIA SONG LYRICS

କପି କପି ତୁମେ ପବନ ନନ୍ଦନ

Kapi Kapi Tume Odia Song Lyrics In Odia Language


ଝିଅ
କପି କପି ତୁମେ ପବନ ନନ୍ଦନ
ପୁଅ
ହୋ କପି କପି ତୁମେ ପବନ ନନ୍ଦନ
ପୁଅ-ଓ-ଝିଅ
ହନୁ ହନୁ ତୁମେ ହୃଦୟ ଚନ୍ଦନ
କପି କପି ତୁମେ ପବନ ନନ୍ଦନ
କପି କପି ତୁମେ ପବନ ନନ୍ଦନ





ଝିଅ
ଶ୍ରୀ ପଦେ କଠାଉ
ଶ୍ରୀ ଅଙ୍ଗେ କୋପିନ
ସ୍କନ୍ଧେ ଲାଲ ବସ୍ତ୍ର ମହା ବଳିଆନ
ପୁଅ
ଶ୍ରୀ ପଦେ କଠାଉ
ଶ୍ରୀ ଅଙ୍ଗେ କୋପିନ
ସ୍କନ୍ଧେ ଲାଲ ବସ୍ତ୍ର ମହା ବଳିଆନ
ଶିରରେ ରତ୍ନ ମୁକୁଟ
ତେଜ ଦୀପ୍ତିମାନ
ଝିଅ
ଶିରରେ ରତ୍ନ ମୁକୁଟ
ତେଜ ଦୀପ୍ତିମାନ
ପୁଅ-ଓ-ଝିଅ
ମହାଜ୍ଞାନୀ ସର୍ବବ୍ୟାପି
ମଳୟ ସମାନ
କପି କପି ତୁମେ ପବନ ନନ୍ଦନ
କପି କପି ତୁମେ ପବନ ନନ୍ଦନ





ପୁଅ
ପଞ୍ଚ ମୁଖେ ପ୍ରତାପି ହେ
କୋଟି ସୁଯ୍ୟରୂପୀ
ପ୍ରଳୟ ପୟୋଧି ଜଳେ
ମହା ରୁଦ୍ର କୋପି
ଝିଅ
ପଞ୍ଚ ମୁଖେ ପ୍ରତାପି ହେ
କୋଟି ସୁଯ୍ୟରୂପୀ 
ପ୍ରଳୟ ପୟୋଧି ଜଳେ
ମହା ରୁଦ୍ର କୋପି
ଅଶେଷ ଆୟୁଧ ହସ୍ତେ
ଗଦା ଶୋଭାବନ
ପୁଅ
ହୋ ଅଶେଷ ଆୟୁଧ ହସ୍ତେ
ଗଦା ଶୋଭାବନ
ପୁଅ-ଓ-ଝିଅ
ଶ୍ରୀରାମ ଶ୍ରୀହନୁ ଅଙ୍ଗ ନୁହଁଇ ଅଭିନ୍ନ
କପି କପି ତୁମେ ପବନ ନନ୍ଦନ
କପି କପି ତୁମେ ପବନ ନନ୍ଦନ
ହନୁ ହନୁ ତୁମେ ହୃଦୟ ଚନ୍ଦନ
କପି କପି ତୁମେ ପବନ ନନ୍ଦନ
କପି କପି ତୁମେ ପବନ ନନ୍ଦନ


Kapi Kapi Tume Odia Song Lyrics In English Font



Kapi Kapi Tume Pabana Nandana

Male

Kapi Kapi Tume Pabana Nandana

Male-Female

Hanu Hanu Tume Hrudaya Chandana

Kapi Kapi Tume Pabana Nandana

Kapi Kapi Tume Pabana Nandana

Female

Sri Pade Kathau

Sri Ange Kopina

Skandhe Lal Bastra Maha Balian

Male

Sri Pade Kathau

Sri Ange Kopina

Skandhe Lal Bastra Maha Balian

Sarire Ratna Mukuta

Teja Diptiman

Female

Sarire Ratna Mukuta

Teja Diptiman

Male-Female

Mahagyani Sarbabyapi

Malaya Samana

Kapi Kapi Tume Pabana Nandana

Kapi Kapi Tume Pabana Nandana

Male 

Pancha Mukhe Pratapi He

Koti Sujyarupi

Pralaya Prayodhi Jale

Maha Rudra Kopi

Female

Pancha Mukhe Pratapi He

Koti Sujyarupi

Pralaya Prayodhi Jale

Maha Rudra Kopi

Asesa Ayudha Haste

Gada Sobhabana

Male

Ho Asesa Ayudha Haste

Gada Sobhabana

Male-Female

Srirama Srihanu Anga Nuhai Abhinha

Kapi Kapi Tume Pabana Nandana

Kapi Kapi Tume Pabana Nandana

Hanu Hanu Tume Hrudaya Chandana

Kapi Kapi Tume Pabana Nandana

Kapi Kapi Tume Pabana Nandana



Thank You


Comments