Kuade Galu Pageli Odia Song Lyrics In Odia Font

ODIA SONG LYRICS

କୁଆଡେ ଗଲୁ ପାଗେଳୀ
ତତେ ମୁଁ ପାରୁନି ଭୁଲି

Kuade Galu Pageli Odia Song Lyrics In Odia Language



କେତେ ଭଲ ପାଇଥିଲି ତତେ
ସବୁ କଥା ଗଲୁ ପାଶୋରି
ଦୁନିଆକୁ ଭୁଲି ଯାଇ ଥିଲି
ତୋ ପ୍ରେମକୁ ଭରସା କରି
ହୃଦୟରେ ରଖିଥିଲି ତତେ ଲୋ ଧନ
ଭାବି ନେଇଥିଲି ତତେ ମୋ ଜୀବନ
ହୃଦୟରେ ରଖିଥିଲି ତତେ ଲୋ ଧନ
ଭାବି ନେଇଥିଲି ତତେ ମୋ ଜୀବନ
ଏତେ ଦୁଃଖ ଦେଇଯିବୁ ଜାଣି ନଥିଲି
କୁଆଡେ ଗଲୁ ପାଗେଳୀ
ତତେ ମୁଁ ପାରୁନି ଭୁଲି
ତୁ ଥିଲୁ ନିଶ୍ୱାସ ମୋର
କେମିତି ଗଲୁ ବଦଳି







ତୋ ବିନା କାହାକୁ ଭାବିନି ଥରେ
ଛାଡି ଗଲୁ ମତେ ଆଜି ଅଧା ବାଟରେ
ହୋ ଏତେ ପ୍ରେମ ତତେ କିଏ ଲୋ ଦବ
ମୋ ଠାରୁ ଅଧିକ ତତେ କିଏ ବୁଝିବ
କିଏ ତତେ କରିନେଲା ଏତେ ନିଜର
କାହା ଇସାରାରେ ମତେ କରିଲୁ ପର
କିଏ ତତେ କରିନେଲା ଏତେ ନିଜର
କାହା ଇସାରାରେ ମତେ କରିଲୁ ପର
ମତେ ଏକା କରିଦେଇ ଗଲୁ ଲୋ ଚାଲି
କୁଆଡେ ଗଲୁ ପାଗେଳୀ
ତତେ ମୁଁ ପାରୁନି ଭୁଲି
ତୁ ଥିଲୁ ନିଶ୍ୱାସ ମୋର
କେମିତି ଗଲୁ ବଦଳି







କେମିତି ଭୁଲିଲୁ ସେ ପଛ ଦିନ
ତୋ ପାଇଁ ମୁଁ ଦେଖିଥିଲି କେତେ ସପନ
ହାଏ କେବେଠୁ ଲୋ ତତେ ଦେଖିନି ସାଥି
ତୋ ବିନା ଲୁହରେ ଭିଜେ ମୋ ଦିନ ରାତି
ତୁ ସିନା ହେଇଗଲୁ ଆଉ କାହାର
କେମିତି ସହିବ କହ ଏ ମନ ମୋର
ତୁ ସିନା ହେଇଗଲୁ ଆଉ କାହାର
କେମିତି ସହିବ କହ ଏ ମନ ମୋର
ତୋ ପ୍ରେମକୁ ଝୁରି ଝୁରି ମରୁଚି ଖାଲି
ହାଏ କୁଆଡେ ଗଲୁ ପାଗେଳୀ
ତତେ ମୁଁ ପାରୁନି ଭୁଲି
ତୁ ଥିଲୁ ନିଶ୍ୱାସ ମୋର
କେମିତି ଗଲୁ ବଦଳି


Kuade Galu Pageli Odia Song Lyrics In Odia Font











Thank You


Comments